ପୁଣି ସହେି ପାପାର୍ଥକ ନବୈେଦ୍ଯର ଗୋବତ୍ସକୁ ଯେପରି କଲ, ଏହାକୁ ସହେିପରି କରିବ। ଏହିପରି ଯାଜକ ସମାନଙ୍କେ ପାଇଁ ପ୍ରାଯଶ୍ଚିତ କରିବ। ତା' ହେଲେ ଇଶ୍ରାୟେଲ ଲୋକ କ୍ଷମାପା୍ରପ୍ତ ହବେେ।
Cross references
ପରଦିନ ସକାଳେ ମାଶାେ ଲୋକମାନଙ୍କୁ କହିଲେ, ତୁମ୍ଭମାନେେ ଭୟଙ୍କର ପାପ କରିଛ। କିନ୍ତୁ ପର୍ତ୍ତମାନ ମୁଁ ସଦାପ୍ରଭୁଙ୍କ ନିକଟକୁ ୟିବି ଏବଂ ହୁଏତ ତୁମ୍ଭର ପାପ ପାଇଁ ମୁଁ ପ୍ରାଯଶ୍ଚିତ କରିବାକୁ ସକ୍ଷମ ହବେି।
ପୁଣି ସେ ହାମବେଳିର ମସ୍ତକରେ ଆପଣା ହସ୍ତ ରଖିବ। ତାହାହେଲେ ସହେି ବଳି ତାହାର ପ୍ରାଯଶ୍ଚିତ ରୂପେ ଗ୍ରାହ୍ଯ ହବେ।
ତା'ପରେ ସହେି ଯାଜକ ଉତ୍ସର୍ଗୀକୃତ ପଶୁର ସମସ୍ତ ମଦେ ନବେ ଏବଂ ୟଜ୍ଞବଦେୀ ଉପରେ ଦଗ୍ଧ କରିବ, ଯେଉଁ ଉପାଯ ରେ ସେ ମଙ୍ଗଳାର୍ଥକ ନବୈେଦ୍ଯରୁ ମଦେ ସହିତ କରିଥିଲା। ଏହିପ୍ରକା ରେ ଯାଜକ ସେ ଶାସକର ପାପ ପାଇଁ ପ୍ରାଯଶ୍ଚିତ କରିବ ଓ ତା'ଦ୍ବାରା ସେ ଶାସକ ପ୍ରଭୁଙ୍କ ଦ୍ବାରା କ୍ଷମା ପ୍ରାପ୍ତ ହବେ।
ତହୁଁ ସେ ତା'ର କୃତ ପାପର ପ୍ରାଯଶ୍ଚିତ ପାଇଁ ପାପାର୍ଥକ ବଳିଦାନ ରୂପେ ପଲରୁ ଗୋଟିଏ ମାଈ ମେଣ୍ଢାଛୁଆ କିମ୍ବା ମାଈ ଛଳେିଛୁଆ ସଦାପ୍ରଭୁଙ୍କ ଛାମୁକୁ ଆଣିବ। ତା'ପରେ ଯାଜକ ତା'ର କୃତ ପାପର ପ୍ରାଯଶ୍ଚିତ କରାଇବ।
ତା'ପରେ ଯାଜକ ବିଧି ଅନୁସାରେ ଦ୍ବିତୀୟ ପକ୍ଷୀକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଏହିରୂପେ ସେ ତା'ର କୃତ ପାପ ନିମନ୍ତେ ଯାଜକ ଦ୍ବାରା ପ୍ରାଯଶ୍ଚିତ ପ୍ରପ୍ତ ହବେ ଏବଂ ପରମେଶ୍ବର ତାକୁ କ୍ଷମା କରିବେ।
ଏହିରୂପେ ଯାଜକ ନିଜକୁ ପ୍ରାଯଶ୍ଚିତ କରିବ, ଏହି ପାପଗୁଡିକର କୌଣସି ବିଷଯ ପାଇଁ ସେ କରିଛି ଏବଂ ସଦାପ୍ରଭୁ ତାଙ୍କୁ କ୍ଷମା ଦବେେ। ଅବଶିଷ୍ଟ ନବୈେଦ୍ଯ ଶସ୍ଯ ନବୈେଦ୍ଯ ପରି ଯାଜକର ହବେ।
ପୁଣି ପବିତ୍ର ବସ୍ତୁ ବିଷଯ ରେ ସେ ଯେଉଁ ପାପ କରିଅଛି ତାହା ପରିଶାଧେ କରିବ। ଏହା ବ୍ଯତୀତ ଏକ ପଞ୍ଚମାଂଶ ଯାଜକକୁ ଦବେ, ତହୁଁ ଯାଜକ ଦୋଷାର୍ଥକ ନବୈେଦ୍ଯ ଦ୍ବାରା ତା'ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ସେ କ୍ଷମା ପ୍ରାପ୍ତ ହବେ।
ସହେି ବ୍ଯକ୍ତି ଅପରାଧର ମାତ୍ରା ଅନୁସାରେ ଏକ ନିଖୁଣ ମଷେ ଦୋଷାର୍ଥକ ନବୈେଦ୍ଯ ରୂପେ ଯାଜକ ନିକଟକୁ ଆଣିବ। ପୁଣି ଯେଉଁ ପାପ ସେ ଅଜ୍ଞାତ ରେ କରିଛି ସେଥିପାଇଁ ଯାଜକ ପ୍ରାଯଶ୍ଚିତ କରିବ। ତହିଁରେ ସେ କ୍ଷମାପ୍ରାପ୍ତ ହବେ।
ତା'ପରେ ଯାଜକ ସଦାପ୍ରଭୁଙ୍କ ଛାମୁ ରେ ତାହା ନିମନ୍ତେ ପ୍ରାଯଶ୍ଚିତ କରିବ। ତେଣୁ ସେ ଯେଉଁ କର୍ମ ଯୋଗୁଁ ଦୋଷୀ ହାଇେଥିବ ସେଥିରୁ କ୍ଷମା ପ୍ରାପ୍ତ ହବେ।
ଯାଜକ ସଗେୁଡିକୁ ସଦାପ୍ରଭୁଙ୍କୁ ଉତ୍ସର୍ଗ କରିବା ଉଚିତ୍ ଏବଂ ଏହି ପ୍ରକାର ତା'ର ପ୍ରଯଶ୍ଚିତ ହୁଏ ଏବଂ ତା'ର ଶୁଦ୍ଧି ହୁଏ। ପୁତ୍ର ବା କନ୍ଯା ପ୍ରସବକାରିଣୀ ସ୍ତ୍ରୀ ପ୍ରତି ଶୁଚି ନିମନ୍ତେ ଏହିସବୁ ବ୍ଯବସ୍ଥା ଅଟେ।
ଆଉ ଯାଜକ ଆପଣା ହସ୍ତସ୍ଥିତ ଅବଶିଷ୍ଟ ତୈଳ ସହେି ଶାଧେନୀୟ ଲୋକର ମସ୍ତକରେ ଲଗାଇବ। ପୁଣି ସେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ତାହାପାଇଁ ପ୍ରାଯଶ୍ଚିତ କରିବ।
ପୁଣି ଯାଜକ ସେଥିରୁ ଗୋଟିକୁ ପାପାର୍ଥକ ବଳି ଓ ଅନ୍ୟଟିକୁ ହାମବେଳି ରୂପେ ଉତ୍ସର୍ଗ କରିବ। ଆଉ ସହେି ଲୋକ ସଦାପ୍ରଭୁଙ୍କ ସମ୍ମୁଖ ରେ ପ୍ରାଯଶ୍ଚିତ ହବେ। କାରଣ ତାଙ୍କର କ୍ଷରଣ ପାଇଁ।
ଆଉ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ସହେି ଦୋଷାର୍ଥକ ମଷେ ଦ୍ବାରା ସେ ଯେଉଁ ପାପଗୁଡିକ କରିଅଛି, ସହେି ପାପଗୁଡିକ ସକାେଶ ସେ ପ୍ରାଯଶ୍ଚିତ କରିବ ଓ ସହେି ପାପଗୁଡିକ କ୍ଷମା ହବେ।
ଆଉ ଯାଜକ ଇଶ୍ରାୟେଲର ଲୋକମାନଙ୍କ ସମସ୍ତ ମଣ୍ତଳୀ ନିମନ୍ତେ ପ୍ରାଯଶ୍ଚିତ କରିବା ଉଚିତ; ତହିଁରେ ସମାନେେ କ୍ଷମା ପାଇବେ, କାରଣ ତାହା ଭ୍ରାନ୍ତି ଓ ସମାନେେ ସହେି ଭ୍ରାନ୍ତି ସକାେଶ ସଦାପ୍ରଭୁଙ୍କ ଉବ୍ଦେଶ୍ଯ ରେ ନିଜନିଜ ଉପହାର ଅର୍ଥାତ୍ ଅଗ୍ନିକୃତ ଉପହାର ଓ ପାପାର୍ଥକ ବଳି ସଦାପ୍ରଭୁଙ୍କ ଛାମୁକୁ ଆଣି ଅଛନ୍ତି।
ଯେଉଁ ଲୋକ ଅନିଚ୍ଛା ରେ ଅପରାଧ କରେ, ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ, ତହିଁରେ ତାକୁ କ୍ଷମା କରାୟିବ।
ହେ ଦାନିୟେଲ, ପରମେଶ୍ବର ସତୁରି ସପ୍ତାହ ତୁମ୍ଭର ଲୋକମାନଙ୍କ ପାଇଁ ଓ ତୁମ୍ଭର ପବିତ୍ର ନଗର ପାଇଁ ନିରୂପଣ କରିଛନ୍ତି। ଏ ସତୁରି ସପ୍ତାହ ନିରୂପଣ ହବୋର ଲକ୍ଷ୍ଯ ଦେଉଛି, ଆଜ୍ଞା ଲଙ୍ଘନରୁ ଏବଂ ପାପରୁ ବିରତ ହବୋ। ଏହାର ଲକ୍ଷ୍ଯ ଲୋକମାନଙ୍କୁ ପ୍ରାଯଶ୍ଚିତ କରିବା ଏବଂ ଅନନ୍ତକାଳସ୍ଥାଯୀ ଧାର୍ମିକତା ଓ ପ୍ରମାଣିକତା ଦର୍ଶନଗୁଡିକ ଓ ଭବିଷ୍ଯଦବାଣୀ ଓ ପବିତ୍ରସ୍ଥାନ ରେ ଉତ୍ସର୍ଗ କରିବା। ଏହା ଲୋକମାନଙ୍କୁ ଲକ୍ଷ୍ଯ କରେ।
ଆମ୍ଭେ ଯେ କବଳେ ରକ୍ଷା ପାଇବୁ ତା ନୁହେଁ, ବରଂ ଏବେ ଆମ୍ଭେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ମାଧ୍ଯମ ରେ ପରମେଶ୍ବରଙ୍କ ଠା ରେ ମଧ୍ଯ ଅତ୍ଯଧିକ ଆନନ୍ଦିତ ହତେୁ କବଳେ ଯୀଶୁଙ୍କ ପାଇଁ ଆମ୍ଭେ ଆଜି ପରମେଶ୍ବରଙ୍କ ମିତ୍ର ଅଟୁ।
ଖ୍ରୀଷ୍ଟ ଆମ୍ଭ ନିମନ୍ତେ ଅଭିଶାପ ନିଜେ ଗ୍ରହଣ କଲେ ଏବଂ ଆମ୍ଭକୁ ବ୍ଯବସ୍ଥାର ଅଭିଶାପରୁ ମୁକ୍ତ କଲେ। ଶାସ୍ତ୍ର କୁ ହେ: ଯେଉଁ ଲୋକର ଶରୀରକୁ ଗଛ ରେ ଟାଙ୍ଗି ଦିଆ ଯାଏ,276 ସେ ଲୋକଟି ଅଭିଶାପଗ୍ରସ୍ତ।277
ସେ ପରମେଶ୍ବରଙ୍କ ମହିମାର ଅବିକଳ ପ୍ରତିମୂର୍ତ୍ତି। ସହେି ପୁତ୍ର ନିଜର ଶକ୍ତିୟୁକ୍ତ ବାକ୍ଯ ଦ୍ବାରା ପ୍ରେତ୍ୟକକ ବିଷୟକୁ ଧରି ରଖିଛନ୍ତି। ସହେି ପୁତ୍ର ଲୋକମାନଙ୍କୁ ପାପରୁ ମୁକ୍ତ କରି ସମାନଙ୍କେୁ ପବିତ୍ର କଲେ। ତା'ପରେ ସେ ସ୍ବର୍ଗସ୍ଥ ମହାମହିମ ପରମେଶ୍ବରଙ୍କ ଡ଼ାହାଣପଟ ରେ ବସିଲେ।
ଅତଏବ ସମସ୍ତ ବିଷୟ ରେ ସେ ଆପଣା ଭାଇ ଓ ଭଉଣୀମାନଙ୍କ ପରି ହବୋକୁ ପଡ଼ିଲା। ଯେପରି ପରମେଶ୍ବରଙ୍କ ସବୋ ରେ ସହେି ଲୋକମାନଙ୍କର ପାପର ପ୍ରାୟଶ୍ଚିତ୍ତ ସାଧନ ପାଇଁ ଦୟାଳୁ ଓ ବିଶ୍ବସ୍ତ ମହାୟାଜକ ହୁଅନ୍ତି।
ନିଶ୍ଚିତ ରୂପେ ଖ୍ରୀଷ୍ଟଙ୍କର ରକ୍ତ ବହୁତ କିଛି ଅଧିକ କରିପା ରେ। ଖ୍ରୀଷ୍ଟ ଅନନ୍ତ ଆତ୍ମାଙ୍କ ଦ୍ବାରା ଆପଣାକୁ ନିଖୁଣ ବଳିସ୍ବରୂପେ ପରମେଶ୍ବରଙ୍କୁ ଉତ୍ସର୍ଗ କଲେ। ତାହାଙ୍କର ରକ୍ତ, ଆମ୍ଭର ମନ୍ଦକାର୍ୟ୍ଯରୁ ଆମ୍ଭକୁ ଧୋଇ ପୂର୍ଣ୍ଣ ଭାବରେ ଶୁଚି କରିଦବେ। ତାହାଙ୍କର ରକ୍ତ ଆମ୍ଭ ହୃଦୟକୁ ମଧ୍ଯ ପବିତ୍ର କରିବ। ଆମ୍ଭେ ପବିତ୍ର ହାଇେ ଜୀବନ୍ତ ପରମେଶ୍ବରଙ୍କର ସବୋ କରିପାରିବା।
ପରମେଶ୍ବର ଚାହିଁଥିବା କର୍ମମାନ ଖ୍ରୀଷ୍ଟ କଲେ। ଓ ଏହା ଦ୍ବାରା ତାହାଙ୍କ ଶରୀରର ବଳିଦାନ ହତେୁ ଆମ୍ଭେ ପବିତ୍ର ହେଲୁ। ଯୀଶୁ ସବୁଦିନ ପାଇଁ ପର୍ୟ୍ଯାପ୍ତ ହେଲା ଭଳି ଥରମାେତ୍ର ସହେି ବଳିଦାନ କଲେ।
ପରମେଶ୍ବର ଆଲୋକରେ ବାସ କରନ୍ତି, ତେଣୁ ଆମ୍ଭେ ମଧ୍ଯ ଆଲୋକରେ ବାସ କରିବା ଉଚିତ। ଯଦି ଆମ୍ଭେ ଆଲୋକରେ ଜୀବନଯାପନ କରୁ, ତବେେ ଆମ୍ଭେ ପରସ୍ପର ସହଭାଗୀ ହାଇପୋରିବା। ଯଦି ଆମ୍ଭମାନେେ ଆଲୋକରେ ରହୁ, ତବେେ ତାହାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ଆମ୍ଭର ସମସ୍ତ ପାପ ଧୋଇଦିଏ।
ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କବଳେ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ଯ ସେ ବହିନିଅନ୍ତି।
ଯୀଶୁ ହେଉଛନ୍ତି ବିଶ୍ବସ୍ତ ସାକ୍ଷୀ। ମୃତ୍ଯୁରୁ ବଞ୍ଚି ଉଠିଥିବା ଲୋକଙ୍କ ମଧିଅରେ ପ୍ରଥମ ଓ ସେ ଏହି ଜଗତର ରାଜାମାନଙ୍କର ରାଜା।