Home Bibles ☰ Books ଲେବୀୟ ପୁସ୍ତକ 27:29 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 27:29 · ଓଡ଼ିଆ ବାଇବେଲ

ମନୁଷ୍ଯ ମଧିଅରେ ଯେ ବର୍ଜିତ ହବେ, ସେ କବେେ ମୁକ୍ତ ହାଇପୋରିବ ନାହିଁ, ସେ ନିଶ୍ଚିନ୍ତ ହତ ହବେ।

Cross references

ଗଣନା ପୁସ୍ତକ 21:2

ଇଶ୍ରାୟେଲର ଲୋକମାନେ ପ୍ରତିଜ୍ଞା କଲେ: ଯଦି ତୁମ୍ଭେ ଏହି ଲୋକମାନଙ୍କୁ ଆମ୍ଭ ହସ୍ତ ରେ ସମର୍ପଣ କର, ତବେେ ଆମ୍ଭେ ସମାନଙ୍କେ ନଗରସବୁ ବିନାଶ କରିବୁ।

ପ୍ରଥମ ଶାମୁୟେଲ 15:3

ବର୍ତ୍ତମାନ ଅମାଲକେୀଯ ବିରକ୍ସ୍ଟଦ୍ଧ ରେ ୟକ୍ସ୍ଟଦ୍ଧ ଘାଷେଣା କର। ତୁମ୍ଭେ ନିଶ୍ଚିତଭାବେ ଅମାଲକେୀଯମାନଙ୍କର ସର୍ବସ୍ବ ଧ୍ବଂସ କରିପାରିବ। ତୁମ୍ଭେ କିଛି ଜୀବନ୍ତ ଛାଡି ଆସିବ ନାହିଁ। ତୁମ୍ଭେ ସମସ୍ତ ପୁରୁଷ, ସ୍ତ୍ରୀ, େଛାଟପିଲା ଏପରିକି ଶିଶକ୍ସ୍ଟଛକ୍ସ୍ଟଆକକ୍ସ୍ଟ ମଧ୍ଯ ହତ୍ଯା କରିବ। ଆହକ୍ସ୍ଟରି ମଧ୍ଯ ସମାନଙ୍କେର ଗାଈ, ମେଣ୍ତା, ଓଟ ଓ ଗଧମାନଙ୍କୁ ହତ୍ଯା କରିବ।'

ପ୍ରଥମ ଶାମୁୟେଲ 15:8

ସେ ଅମାଲକେୀଯ ରାଜା ଅଗାଗ୍କକ୍ସ୍ଟ ଜୀବନ୍ତ ଧରିଲେ। କିନ୍ତୁ ତାଙ୍କ ସନୋବୀହିନୀର ଅନ୍ୟ ସମସ୍ତଙ୍କକ୍ସ୍ଟ ହତ୍ଯା କଲେ।

ପ୍ରଥମ ଶାମୁୟେଲ 15:18

ସଦାପ୍ରଭୁ ତୁମ୍ଭକୁ ୟକ୍ସ୍ଟଦ୍ଧ ୟାତ୍ରା ରେ ପଠାଇ କହିଲେ, 'ୟାଅ, ସହେି ଅମାଲକେୀଯ ପାପୀମାନଙ୍କୁ ହତ୍ଯା କର। ସମାନଙ୍କେୁ ସଐୂର୍ଣ୍ଣ ରୂପେ ଧ୍ବଂସ ନକରିବା ପର୍ୟ୍ଯନ୍ତ ତାଙ୍କ ସହ ୟକ୍ସ୍ଟଦ୍ଧ କର।'

ପ୍ରଥମ ରାଜାବଳୀ 20:42

ତତ୍ପରେ ସେ ଭବିଷ୍ଯଦ୍ବକ୍ତା ରାଜାଙ୍କୁ କହିଲେ, ସଦାପ୍ରଭୁ ଏହିକଥା କହନ୍ତି, 'ଆମ୍ଭେ ଯେଉଁ ଲୋକକୁ ବିନାଶାର୍ଥେ ଦଇେଥିଲୁ, ତୁମ୍ଭେ ତାକୁ ଆପଣା ହସ୍ତ ରେ ଛାଡିଅଛ। ଏଣୁ ତା'ର ପ୍ରାଣ ବଦଳ ରେ ତୁମ୍ଭର ପ୍ରାଣ ୟିବ। ଆଉ ତାହାର ଲୋକମାନଙ୍କ ବଦଳ ରେ ତୁମ୍ଭର ଲୋକମାନେ ଯିବେ।'

Interlinear

Choose Theme