ଲେବୀୟ ପୁସ୍ତକ 27:24 · ଓଡ଼ିଆ ବାଇବେଲ
ମହୋଲ୍ଲାସ-ଉତ୍ସବ ବର୍ଷ ରେ ସହେି କ୍ଷେତ୍ର ପ୍ରକୃତ ଜମି ମାଲିକ ନିକଟକୁ ଫରେିୟିବ।
Cross references
ଲେବୀୟ ପୁସ୍ତକ 25:28
ତବେେ ସେ ଯାହା ବିକ୍ରଯ କରିଅଛି ତାହା ମହୋଲ୍ଲାସ-ଉତ୍ସବ ବର୍ଷ ପର୍ୟ୍ଯନ୍ତ କ୍ରଯକର୍ତ୍ତା ହସ୍ତ ରେ ରହିବ। ପୁଣି ତାହା ମହୋଲ୍ଲାସ-ଉତ୍ସବ ସମୟରେ ମୁକ୍ତ ହବେ ଓ ପୁନର୍ବାର ସେ ପ୍ରକୃତ ଲୋକର ଅଧିକାରକୁ ଫରେିୟିବ।
ଲେବୀୟ ପୁସ୍ତକ 27:20
ସେ ଯଦି କ୍ଷେତ୍ରକୁ ମୁକ୍ତ କରି ନ ପାରିଲେ ସହେି କ୍ଷେତ୍ରଟି ଯାଜକମାନଙ୍କର ହବେ। ଯଦି ସହେି କ୍ଷେତ୍ର ଅନ୍ୟକୁ ବିକ୍ରଯ କରାୟାଇଛି, ତବେେ ତାହା ଆଉ କବେେ ମୁକ୍ତ ହବେ ନାହିଁ।