ଲେବୀୟ ପୁସ୍ତକ 25:5 · ଓଡ଼ିଆ ବାଇବେଲ
ଯେଉଁ ଶସ୍ଯ ତୁମ୍ଭ କ୍ଷେତ୍ର ରେ ଆପେ ହାଇେଥିବା, ତାକୁ ତୁମ୍ଭମାନେେ କାଟିବ ନାହିଁ କିମ୍ବା ତୁମ୍ଭ ଅଝଡା ଦ୍ରାକ୍ଷାଲତାର ଫଳ ସଂଗ୍ରହ କରିବ ନାହିଁ। ତାହା ଭୂମିର ମହାବିଶ୍ରାମ ବର୍ଷ ହବେ।
Cross references
ଦିତୀୟ ରାଜାବଳୀ 19:29
ହେ ହିଜକିଯ, ଏହା ତୁମ୍ଭ ପ୍ରତି ମାରେ ସାହାୟ୍ଯର ଚିହ୍ନ ହବେ। ଏହି ବର୍ଷ ତୁମ୍ଭମାନେେ ସ୍ବଯଂ କ୍ଷତେ ରେ ବଢିଥିବା ଶସ୍ଯ ଭୋଜନ କରିବ ଓ ପର ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯ ଭୋଜନ କରିବ। ମାତ୍ର ତୃତୀୟ ବର୍ଷ ତୁମ୍ଭେ ବୁଣିଥିବା ଶସ୍ଯ କାଟିବ ଓ ତୁମ୍ଭ ଦ୍ବାରା ରୋପିତ ଦ୍ରାକ୍ଷାକ୍ଷେତ୍ରରୁ ଫଳ ଭୋଜନ କରିବ।
ଯିଶାଇୟ 37:30
ତା'ପ ରେ ସଦାପ୍ରଭୁ ହିଜକିଯଙ୍କୁ କହିଲେ, ଏହା ତୁମ୍ଭ ପାଇଁ ଏକ ଚିହ୍ନ ହବେ। ଏହି ବର୍ଷ ସ୍ବଯଂ ଉତ୍ପନ୍ନ ଶସ୍ଯରୁ ଓ ଦ୍ବିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ଯ ଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।