Home Bibles ଲେବୀୟ ପୁସ୍ତକ 25:37 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 25:37 · ଓଡ଼ିଆ ବାଇବେଲ

ତାକୁ ଟଙ୍କା ଧାର ଦଇେ ତା'ଠାରୁ ସୁଧ ଆଦାଯ କର ନାହିଁ। ଆଉ ତାକୁ ଅନ୍ନ ଦଇେ ତା'ଠାରୁ ଲାଭ ଗ୍ରହଣ କର ନାହିଁ।

Cross references

ଯିହିଜିକଲ 22:12

'ତୁମ୍ଭମାନଙ୍କ ମଧିଅରେ ଲୋକମାନେ ରକ୍ତପାତ କରିବା ପାଇଁ ଲାଞ୍ଚ ନଇେଛନ୍ତି। ତୁମ୍ଭେ ସୁଧ ନଇେ ଋଣ ଦଇେଅଛ ଏବଂ ତୁମ୍ଭେ ଲୋଭ ରେ ଉପଦ୍ରବ କରି ଆପଣା ପ୍ରତିବେଶୀଠାରୁ ଲାଭ ନଇେଅଛ। ତୁମ୍ଭେ ମାେତେ ପାଶୋରି ୟାଇଅଛ।' ଏହା ସଦାପ୍ରଭୁ, ମାରେ ପ୍ରଭୁ କହନ୍ତି।

Interlinear

Choose Theme