Home Bibles ଲେବୀୟ ପୁସ୍ତକ 24:3 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 24:3 · ଓଡ଼ିଆ ବାଇବେଲ

ହାରୋଣ ସମାଗମ ତମ୍ବୁ ମଧିଅରେ ନିଯମ ସିନ୍ଦୁକ ବିଚ୍ଛଦବେସ୍ତ୍ର ବାହା ରେ ସନ୍ଧ୍ଯା ଠାରୁ ପ୍ରଭାତ ପର୍ୟ୍ଯନ୍ତ ସଦାପ୍ରଭୁଙ୍କ ସମ୍ମୁଖ ରେ ସର୍ବଦା ତାହା ସ୍ଥାପନ କରିବ। ଏହା ତୁମ୍ଭମାନଙ୍କର ବଂଶାନୁକ୍ରମେ ପାଳନୀଯ ଅନନ୍ତକାଳୀନ ବ୍ଯବସ୍ଥା।

Cross references

ଯାତ୍ରା ପୁସ୍ତକ 27:21

ହାରୋଣ ଓ ତା'ର ପୁତ୍ରମାନେ ପରଦା ପଛ ରେ ଥିବା ନିଯମ-ସିନ୍ଦୁକ ଓ ଏହାର ସମ୍ମୁଖ ରେ ଥିବା ଏହାକୁ ସନ୍ଧ୍ଯାରୁ ସକାଳ ପର୍ୟ୍ଯନ୍ତ ପ୍ରସ୍ତୁତ ରଖିବା ଉଚିତ୍। ଏହି ବ୍ଯବସ୍ଥା ଇଶ୍ରାୟେଲ ଲୋକମାନଙ୍କ ପାଇଁ ସର୍ବଦା ପ୍ରପୁଜ୍ଯ ହବେ।

ଗଣନା ପୁସ୍ତକ 18:5

ପୁଣି ଇଶ୍ରାୟେଲ ଲୋକମାନଙ୍କ ପ୍ରତି ଆମ୍ଭର କୋରଧ ଯେପରି ଆଉ ନ ଉପୁଜେ, ସେଥିପାଇଁ ତୁମ୍ଭମାନେେ ପବିତ୍ରସ୍ଥାନର ଓ ୟଜ୍ଞବଦେୀର ସୁରକ୍ଷାର ଦାଯିତ୍ବ ନବେ।

Interlinear

Choose Theme