ଇଶ୍ରାୟେଲର ସନ୍ତାନଗଣ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଯେଉଁସବୁ ପବିତ୍ର ଉପହାର ଉତ୍ସର୍ଗ କରନ୍ତି, ଯାଜକଗଣ ତାହାସବୁ ଅପବିତ୍ର କରିବେ ନାହିଁ।
Cross references
ଏବଂ ଯେତବେେଳେ ହାରୋଣ ଓ ତାହାର ପୁତ୍ରଗଣ ସମାଗମ ତମ୍ବୁ ରେ ପ୍ରବେଶ କରିବେ କିମ୍ବା ପବିତ୍ର ସ୍ଥାନ ରେ ସବୋ କରିବା ନିମନ୍ତେ ୟଜ୍ଞବଦେୀର ନିକଟବର୍ତ୍ତୀ ହବେେ, ସେତବେେଳେ ସମାନେେ ଏହି ବସ୍ତ୍ର ପରିଧାନ କରିବା ଉଚିତ୍, ତା ହେଲେ ସମାନେେ ଦୋଷୀ ହବେେ ନାହିଁ ଓ ମୃତ୍ଯୁ ବରଣ କରିବେ ନାହିଁ। ସବୁ ସମୟରେ ସମାନେେ ଯାଜକ ରୂପେ କାର୍ୟ୍ଯ କରନ୍ତୁ ଏହା ହାରୋଣର ଓ ତାହାର ଭିବିଷ୍ଯତ୍ବଂଶଧର ପାଇଁ ଅନନ୍ତକାଳୀନ ବିଧି ଅଟେ।
ଆଉ ତହିଁର ଭୋକ୍ତା ନିଜ ଅପରାଧ ବହନ କରିବ। କାରଣ ସେ ସଦାପ୍ରଭୁଙ୍କ ପବିତ୍ର ବସ୍ତୁ ଅପବିତ୍ର କଲା। ତେଣୁ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବ।
ଏଣୁ ସମାନେେ ମାରେ ନିଯମ ଯତ୍ନ ସହକା ରେ ରକ୍ଷା କରିବା ଉଚିତ୍। ଯଦି ସମାନେେ ତାହା ନକରନ୍ତି, ତବେେ ସେଥି ସକାେଶ ସମାନେେ ନିଜ ନିଜ ପାପ ବହନ କରିବେ ଓ ତହିଁରେ ମରିବେ, ମୁଁ ସର୍ବଦା ଆଗାମୀ ସବୁସମୟର ସଦାପ୍ରଭୁ। ଏବଂ ଯାଜକମାନଙ୍କୁ ପବିତ୍ର ହବୋକୁ ମୁଁ ବାଛିଛି।
ଆଉ ସହେି ଉତ୍ତମ ଦ୍ରବ୍ଯ ନବୈେଦ୍ଯ ରୂପେ ଉତ୍ସର୍ଗ କଲେ। ତୁମ୍ଭମାନେେ କୌଣସି ପାପ ବହନ କରିବ ନାହିଁ। ପୁଣି ତୁମ୍ଭମାନେେ ଯେପରି ନ ମରିବ ସେଥିପାଇଁ ଇଶ୍ରାୟେଲ ଲୋକମାନଙ୍କର ପବିତ୍ର ଦ୍ରବ୍ଯ ଅପବିତ୍ର କରିବ ନାହିଁ।
ଯାଜକମାନେ ମାରେ ବ୍ଯବସ୍ଥା ଅବମାନନା କରିଛନ୍ତି ଓ ସମାନେେ ମାରେ ପବିତ୍ର ବସ୍ତୁସବୁକୁ ଅପବିତ୍ର କରିଅଛନ୍ତି। ସମାନେେ ପବିତ୍ର ଓ ଅପବିତ୍ର ମଧିଅରେ କିଛି ପ୍ରଭଦେ ରଖି ନାହାଁନ୍ତି, ସମାନେେ ଶୁଚି ବସ୍ତୁକୁ ଅଶୁଚି ମନେ କରନ୍ତି ଓ ଏ ବିଷଯ ରେ ଲୋକଙ୍କୁ ଶିଖାନ୍ତି ନାହିଁ। ଏବଂ ସମାନେେ ମାରେ ବିଶ୍ରାମଦିନଗୁଡ଼ିକ ହଯେଜ୍ଞାନ କରନ୍ତି। ଏବଂ ମୁଁ ସମାନଙ୍କେ ପାଖ ରେ ନିକୃଷ୍ଟ ହାଇେଛି।