ଆଉ ଯାଜକଗଣ ସମାନଙ୍କେର ମସ୍ତକ ମୁଣ୍ଡନ କରିବେ ନାହିଁ। ଆପଣା ଦାଢିର କୋଣ କ୍ଷୌର କରିବେ ନାହିଁ, କିମ୍ବା ନିଜ ନିଜ ଶରୀର ରେ ଅସ୍ତ୍ରାଘାତ କରିବେ ନାହିଁ।
Cross references
ମାଶାେ ହାରୋଣଙ୍କୁ ଓ ତାଙ୍କର ପୁତ୍ର ଇଲୀଯାସର ଓ ଈଥାମରଙ୍କୁ କହିଲେ, ତୁମ୍ଭମାନଙ୍କ ବସ୍ତ୍ର ଚିର ନାହିଁ କି କେଶ ମୁକୁଳା କର ନାହିଁ, ତୁମ୍ଭମାନେେ ତୁମ୍ଭମାନଙ୍କର ଦୁଃଖ ପ୍ରକାଶ କର ନାହିଁ। ତୁମ୍ଭେ ମୁଁ ଆଦେଶ ଦବୋଭଳି କାର୍ୟ୍ଯ କର ଓ ତୁମ୍ଭମାନେେ ମୃତ୍ଯୁବରଣ କରିବ ନାହିଁଏବଂ ପରମେଶ୍ବର ସମଗ୍ର ମଣ୍ଡଳୀ ଉପରେ ରାଗିବେ ନାହିଁ। ମାତ୍ର ସଦାପ୍ରଭୁ ଯେଉଁ ଅଗ୍ନିଦାହ ପ୍ରଜ୍ବଳିତ କରିଅଛନ୍ତି, ସେଥିପାଇଁ ତୁମ୍ଭ ଭାତୃବର୍ଗଙ୍କ ପାଇଁ ସମସ୍ତ ଇଶ୍ରାୟେଲ ବଂଶ ରୋଦନ କରନ୍ତୁ।
ତୁମ୍ଭମାନେେ ନିଜ ନିଜ ମସ୍ତକର କଣସବୁ ଗୋଲାକାର କରିବ ନାହିଁ କିମ୍ବା ନିଜ ନିଜ ଦାଢିର କୋଣ ମୁଣ୍ଡନ କରିବ ନାହିଁ।
ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କ ସନ୍ତାନ, ଯେତବେେଳେ ଜଣେ ମରି ଯାଉଛି ତୁମ୍ଭର ଦକ୍ସ୍ଟଃଖ ଜଣାଇବା ପାଇଁ ତୁମ୍ଭେ ତୁମ୍ଭର ଶରୀର କାଟି ପକାଇବ ନାହିଁ କିଅବା ଭୃଲତାର ମଧ୍ଯସ୍ଥଳ କ୍ଷୌର ହବେ ନାହିଁ।
ରାଜ ପରିବାର ଓ ଦୀବୋନର ଲୋକମାନେ ପୂଜା ସ୍ଥଳୀକୁ ରୋଦନ କରିବାକୁ ୟାଇଛନ୍ତି। ମାୟୋବର ଲୋକମାନେ ନବେୋ ଓ ମଦବୋ ପାଇଁ କାନ୍ଦୁଛନ୍ତି। ସମାନଙ୍କେର ଦୁଃଖ ଭାବ ଜଣାଇବା ପାଇଁ ମସ୍ତକ ଲଣ୍ଡା, କରିଛନ୍ତି ଓ ଦାଢ଼ି କାଟିଅଛନ୍ତି।
ତେଣୁ ମାରେ ପ୍ରଭୁ ସର୍ବଶକ୍ତିମାନ ସଦାପ୍ରଭୁ ଲୋକମାନଙ୍କୁ ରୋଦନ ଓ ବିଳାପ, ମସ୍ତକମୁଣ୍ଡନ ଓ କଟିଦେଶ ରେ ଚଟବସ୍ତ୍ର ପରିଧାନ କରିବାକୁ ଡ଼ାକି କହିଲେ।
ଏହି ଦେଶ ରେ େଛାଟଠାରୁ ବଡ଼ ପର୍ୟ୍ଯନ୍ତ ସମସ୍ତେ ମରିବେ। ସମାନଙ୍କେୁ କହେି କବର ଦବେେ ନାହିଁ କିଅବା ସମାନଙ୍କେ ପାଇଁ କହେି ବିଳାପ କରିବେ ନାହିଁ। ସମାନଙ୍କେ ପାଇଁ କହେି ଦୁଃଖ ରେ ଆପଣା ଶରୀର ରେ ଅସ୍ତ୍ରାଘାତ ଓ ମସ୍ତକ ମୁଣ୍ଡନ କରିବେ ନାହିଁ।
ସମସ୍ତେ ମସ୍ତକ ମୁଣ୍ଡନ କରିଛନ୍ତି ଓ ଦାଢ଼ି କ୍ଷୌର ହାଇେଛନ୍ତି। ପ୍ରେତ୍ୟକକଙ୍କର ହାତ କାଟି ରକ୍ତାକ୍ତ ହାଇେଅଛି ଓ ପ୍ରେତ୍ୟକକ କଟୀଦେଶ ରେ ଚଟବସ୍ତ୍ର ପରିଧାନ କରିଛନ୍ତି।
ଏହି ଯାଜକଗଣ ସମାନଙ୍କେର ମସ୍ତକ ନିଶ୍ଚଯ କ୍ଷୌର କରିବେ ନାହିଁ। କିମ୍ବା ସମାନଙ୍କେର କେଶକୁ ଲମ୍ବା ହବୋକୁ ଦବେେ ନାହିଁ। ସମାନେେ କବଳେ ସମାନଙ୍କେର କେଶ କର୍ତ୍ତନ କରିବା ଉଚିତ୍।
ତୁମ୍ଭର ଅବସର ଦିନକୁ ମୃତ ଲୋକର ଶୋକ ଦିବସ ରେ ପରିଣତ କରାଇବା ଏବଂ ତୁମ୍ଭର ସମସ୍ତ ସଙ୍ଗୀତ ମୃତ ଲୋକଙ୍କ ବିଳାପ ରେ ପରିଣତ ହବେ। ଆମ୍ଭେ ସମସ୍ତଙ୍କୁ ଦୁଃଖ ବସ୍ତ୍ର ପରିଧାନ କରାଇବା ଓ ସମସ୍ତଙ୍କର ମସ୍ତକକୁ ଲଣ୍ତା କରାଇବା। ଗୋଟିଏ ଲୋକର ଏକମାତ୍ର ସନ୍ତାନର ମୃତ୍ଯୁ ରେ ଯେପରି ଆକୁଳ କ୍ରନ୍ଦନ କରାୟାଏ ସହେିପରି କରୁଣ ବିଳାପ କରାଇବା। ଏହା ଅତି ଦୁଃଖର ଅନ୍ତିମ ପରିଣତି ହବେ।
ଏଥିପାଇଁ ତୁମ୍ଭମାନେେ ତୁମ୍ଭର ମସ୍ତକକୁ ଲଣ୍ତା କର। ତୁମ୍ଭର ପ୍ରିଯ ସନ୍ତାନମାନଙ୍କ ପାଇଁ ବିଳାପ କର, ଶାଗୁଣା ପକ୍ଷୀପରି ମସ୍ତକ ମୁଣ୍ତନ କରି ତୁମ୍ଭର ଦୁଃଖ ଭାବକୁ ଦଖାେଅ କାରଣ ତୁମ୍ଭର ସନ୍ତାନମାନଙ୍କୁ ତୁମ୍ଭଠାରୁ କାଢି ନିଆୟିବ।