ଲେବୀୟ ପୁସ୍ତକ 21:2 · ଓଡ଼ିଆ ବାଇବେଲ
କବଳେ ନିଜର ନିକଟ ଜ୍ଞାତି ଅର୍ଥାତ୍ ନିଜର ପିତା, ମାତା, ପୁତ୍ର, କନ୍ଯା ଓ ଭ୍ରାତା ନିମନ୍ତେ ସେ ଅଶୁଚି ହବେ।
Cross references
ଲେବୀୟ ପୁସ୍ତକ 18:6
ତୁମ୍ଭମାନେେ ଆପଣା କୁଟୁମ୍ବ ସହିତ ଦୈହିକ ସଂପର୍କ ରଖିବ ନାହିଁ। ଆମ୍ଭେ ସଦାପ୍ରଭୁ ଅଟୁ।
ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:13
ଭାଇ ଓ ଭଉଣୀମାନେ! ମୃତମାନଙ୍କ ବିଷୟ ରେ ତୁମ୍ଭମାନେେ ଅଜ୍ଞାତ ରୁହ ବୋଲି ଆମ୍ଭେ ଚାହୁଁ ନାହୁଁ। ଭରସା ପାଇ ନ ଥିବା ଅନ୍ୟ ଲୋକଙ୍କ ଭଳି ତୁମ୍ଭମାନେେ ଦୁଃଖି ହୁଅ ବୋଲି ଆମ୍ଭେ ଚାହୁଁ ନାହୁଁ।