Home Bibles ଲେବୀୟ ପୁସ୍ତକ 19:4 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 19:4 · ଓଡ଼ିଆ ବାଇବେଲ

ଆଉ ତୁମ୍ଭମାନେେ ପ୍ରତିମାଗଣଙ୍କୁ ଉପାସନା କରିବା ଉଚିତ୍ ନୁହେଁ। କୌଣସି ଦବେତା ନିର୍ମାଣ କର ନାହିଁ। ମୁଁ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟେ।

Cross references

ଯାତ୍ରା ପୁସ୍ତକ 20:3

ତୁମ୍ଭମାନେେ ମାେ ବ୍ଯତୀତ ଆଉ କୌଣସି ଦବେତାଗଣକୁ ଉପାସନା କରିବ ନାହିଁ।

ଯାତ୍ରା ପୁସ୍ତକ 20:4

ତୁମ୍ଭମାନେେ କୌଣସି ପ୍ରତିମା ପୂଜା କରିବ ନାହିଁ, କି ସ୍ବର୍ଗ ରେ କିମ୍ବା ପୃଥିବୀ ରେ କିମ୍ବା ପୃଥିବୀ ନୀଚ୍ଚସ୍ଥ ଜଳ ରେ କୌଣସି ମୂର୍ତ୍ତି ନିର୍ମାଣ କରିବା ଉଚିତ୍ ନୁହଁ।

ଯାତ୍ରା ପୁସ୍ତକ 20:23

ତେଣୁ ତୁମ୍ଭମାନେେ ଆମ୍ଭର ପ୍ରତିୟୋଗୀ ଅନ୍ୟ ଦବେତାଗଣ ପ୍ରତିଷ୍ଠା କରିବ ନାହିଁ। ଆପଣାମାନଙ୍କ ପାଇଁ ରେ ୗପ୍ୟମୂର୍ତ୍ତି କିମ୍ବା ସୁନାର ମୂର୍ତ୍ତୀ ନିର୍ମାଣ କରିବ ନାହିଁ।

ଯାତ୍ରା ପୁସ୍ତକ 32:4

ହାରୋଣ ଲୋକମାନଙ୍କଠାରୁ ସୁବର୍ଣ୍ଣ ଗ୍ରହଣ କଲେ। ତା'ପରେ ହାରୋଣ ସେଥିରୁ ଏକ ସୁବର୍ଣ୍ଣର ଶିଳ୍ପାସ୍ତ୍ର ରେ ଛାଞ୍ଚ ପ୍ରସ୍ତୁତ କରି ସେଥି ରେ ଢଳା ବାଛୁରୀ ନିର୍ମାଣ କଲେ।

ଯାତ୍ରା ପୁସ୍ତକ 34:17

ତୁମ୍ଭମାନେେ କୌଣସି ଛାଞ୍ଚ ରେ ଢଳା ଦବେତା ତୁମ୍ଭମାନଙ୍କ ପାଇଁ କର ନାହିଁ।

ଲେବୀୟ ପୁସ୍ତକ 11:44

କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ। ଏଣୁ ତୁମ୍ଭମାନେେ ନିଜକୁ ପବିତ୍ର କର ଓ ତୁମ୍ଭମାନେେ ପବିତ୍ର ହୁଅ। ଯେ ହତେୁ ଆମ୍ଭେ ପବିତ୍ର, ତୁମ୍ଭମାନେେ ଭୂମିରେ ଗମନକାରୀ କୌଣସି ଉରୋଗାମୀ ଜୀବ ଦ୍ବାରା ନିଜକୁ ଅଶୁଚି କରିବ ନାହିଁ।

ଲେବୀୟ ପୁସ୍ତକ 19:25

ତା'ପରେ ପଞ୍ଚମ ବର୍ଷ ରେ ତୁମ୍ଭମାନେେ ସେ ବୃକ୍ଷରୁ ଫଳ ଖାଇ ପାରିବ। ତହିଁରେ ତୁମ୍ଭମାନଙ୍କ ପାଇଁ ପ୍ରଚୁର ଫଳ ଫଳିବ, ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଲେବୀୟ ପୁସ୍ତକ 26:1

ତୁମ୍ଭମାନେେ ନିଜ ପାଇଁ ଦବମେୂର୍ତ୍ତି ନିର୍ମାଣ କରିବ ନାହିଁ। କିମ୍ବା ନିଜ ପାଇଁ ଖାଦେିତ ପ୍ରତିମା କି ସ୍ତମ୍ଭ ସ୍ଥାପନ କରିବ ନାହିଁ, ଆଉ ତାହା ନିକଟରେ ଦଣ୍ତ ପ୍ରଣାମ କରିବା ନିମନ୍ତେ ତୁମ୍ଭମାନଙ୍କ ଦେଶର କୌଣସି ଖାଦେିତ ପ୍ରସ୍ତର ରଖିବ ନାହିଁ। କାରଣ ଆମ୍ଭେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଅଟୁ।

ଦିତୀୟ ବିବରଣ 4:16

ତେଣୁ ସାବଧାନ ହକ୍ସ୍ଟଅ, ନଚେତ୍ ତୁମ୍ଭମାନେେ ଧ୍ବଂସ ହବେ। ଯଦି ତୁମ୍ଭମାନେେ କୌଣସି ପ୍ରତିମା କରି ପୂଜା କର, ଏପରି କୌଣସି ମୂର୍ତ୍ତି କର ନାହିଁ, ଯାହା କୌଣସି ଜିବୀତ ପୁରୁଷ ବା ସ୍ତ୍ରୀ ପରି ହାଇେଥିବ।

ଦିତୀୟ ବିବରଣ 7:25

ତୁମ୍ଭମାନେେ ସମାନଙ୍କେ ଦବଗେଣର ଖାଦେିତ ପ୍ରତିମା ସକଳ ଅଗ୍ନି ରେ ଦଗ୍ଧ କରିବ। ତୁମ୍ଭେ ଯମେନ୍ତ ଫାନ୍ଦ ରେ ନ ପଡିବ ସେଥିପାଇଁ ସେ ସବୁ ରେ ଥିବା ରୂପା କି ସକ୍ସ୍ଟନା ପ୍ରତି ଲୋଭ କରିବ ନାହିଁ। କିଅବା ଆପଣା ନିମନ୍ତେ ତାହା ଗ୍ରହଣ କରିବ ନାହିଁ। କାରଣ ତାହା ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କର ଘୃଣିତ ବସ୍ତକ୍ସ୍ଟ ଅଟେ।

ଦିତୀୟ ବିବରଣ 27:15

' ଯେଉଁ ମନକ୍ସ୍ଟଷ୍ଯ କୌଣସି ଖାଦେିତ କିଅବା ଛାଞ୍ଚଢଳା ମୂର୍ତ୍ତୀ ନିର୍ମାଣ କରେ ଯାହା ସଦାପ୍ରଭୁ ଘୃଣା କରନ୍ତି ଏବଂ ଏହାକକ୍ସ୍ଟ ଏକ ଗୋପନ ସ୍ଥାନ ରେ ସ୍ଥାପନ କରେ, ସେ ଶାପଗ୍ରସ୍ତ ହବୋ ଉଚିତ୍।'

ପ୍ରଥମ ରାଜାବଳୀ 14:9

କିନ୍ତୁ ତୁମ୍ଭେ ମହା କୁକର୍ମ ଓ ପାପ କରିଅଛ। ତୁମ୍ଭ ପୂର୍ବର ଶାସକମାନଙ୍କ ଅପେକ୍ଷା ତୁମ୍ଭେ ଅଧିକ ପାପ କଲ। ତୁମ୍ଭେ ମାେତେ ଅନୁସରଣ କରିବା ବନ୍ଦ କଲ, ମାେତେ ବିରକ୍ତି କରିବା ପାଇଁ ନିଜ ସକାେଶ ଅନ୍ୟ ଦବେତାଗଣ ଓ ପ୍ରତିମାମାନ ନିର୍ମାଣ କରିଅଛ ଓ ମାେତେ ତୁମ୍ଭର ପଛକୁ ପକାଇ ଦଇେଛ।

ଦିତୀୟ ବଂଶାବଳୀ 28:2

ଆହସ୍ ଇଶ୍ରାୟେଲର ରାଜାମାନଙ୍କର ମନ୍ଦ ଉଦାହରଣକୁ ଅନୁସରଣ କଲେ। ସେ ବାଲ୍ ଦବେତାର ପୂଜା କରିବା ନିମନ୍ତେ ମୂର୍ତ୍ତିମାନ ସ୍ଥାପନ କଲେ।

ଗୀତସଂହିତା 96:5

ଅନ୍ୟ ସମସ୍ତ ଗୋଷ୍ଠୀଯମାନଙ୍କର ଦବଗେଣ କବଳେ ପ୍ରତିମା, କିନ୍ତୁ ସଦାପ୍ରଭୁ ଏହି ଆକାଶର ସୃଷ୍ଟିକର୍ତ୍ତା।

ଗୀତସଂହିତା 115:4

ଅନ୍ୟ ଜାତିଗଣର ଦବଗେଣ ସମାନଙ୍କେ ହସ୍ତକୃତ ସୁନା ଓ ରୂପାର ନିର୍ମିତ ପ୍ରତିମା ଅଟନ୍ତି। ଏହି ପ୍ରତିମାଗୁଡ଼ିକ ମନୁଷ୍ଯମାନଙ୍କ ହସ୍ତରେ ତିଆରି ହାଇେଥିଲେ।

ହଗୟ 2:18

ସଦାପ୍ରଭୁ କହିଲେ, ଆଜି ନବମ ମାସର ଚତୁର୍ବିଂଶ ଦିବସ। ତୁମ୍ଭମାନେେ ସଦାପ୍ରଭୁଙ୍କ ମନ୍ଦିର ରେ ଭିତ୍ତିପ୍ରସ୍ତର ସ୍ଥାପନ କାର୍ୟ୍ଯ ଶଷେ କରିଛ। ତେଣୁ ଏହାପ ରେ କ'ଣ ସବୁ ଘଟୁଛି ଆଗକୁ ଲକ୍ଷ୍ଯ କର।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 10:14

ତା' ହେଲେ ତୁମ୍ଭମାନେେ ସମସ୍ତ କିଛି ସହି ପାରିବ। ମାରେ ପ୍ରିୟ ବନ୍ଧୁଗଣ ! ଶଷେ ରେ ମୁଁ କହୁଛି ଯେ, ମୂର୍ତ୍ତି ପୂଜାରୁ ଦୂର ରେ ରୁହ।

ଯୋହନଙ୍କ ପ୍ରଥମ ପତ୍ର 5:21

ତେଣୁ ପ୍ରିୟ ପିଲାମାନେ, ତୁମ୍ଭମାନେେ ସବୁ ନିଜ ନିଜକୁ ଭଣ୍ଡ ଦବେତାମାନଙ୍କଠାରୁ ଦୂର ରେ ରଖ।

Interlinear

Choose Theme