ତୁମ୍ଭେ ନିଜର କନ୍ଯାକୁ ବେଶ୍ଯା କରି ଅପବିତ୍ର କରିବ ନାହିଁ। ତାହାହେଲେ ଦେଶ ବେଶ୍ଯାପୃତ୍ତି ରେ ପତିତ ହବେ ଓ ଦେଶ ପାପରେ ପରିପୂର୍ଣ୍ଣ ହବେ।
Cross references
ଜଣେ ଯାଜକ ତା'ର ପରମେଶ୍ବରଙ୍କର ପବିତ୍ର ସବେକ। ତେଣୁ ସେ କୌଣସି ବେଶ୍ଯାକୁ, କଳିଙ୍କିନୀକୁ କିମ୍ବା ସ୍ବାମୀ ପରିତ୍ଯକ୍ତା ନାରୀକୁ ବିବାହ କରିବା ଉଚିତ୍ ନୁହଁ।
ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।
ତୁମ୍ଭେ କୌଣସି ମାନତ ନିମନ୍ତେ କୌଣସି ବେଶ୍ଯାର ବତନେ କିଅବା କକ୍ସ୍ଟକକ୍ସ୍ଟରର ମୂଲ୍ଯ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଗୃହକକ୍ସ୍ଟ ଆଣିବ ନାହିଁ। କାରଣ ସେ ଉଭୟ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବରଙ୍କ ଘୃଣ୍ଯ ଅଟନ୍ତି।
ଆମ୍ଭର ଲୋକମାନେ କାଠଖଣ୍ତିକୁ ଉପଦେଶ ଲାଗି ପଗ୍ଭରନ୍ତି। ସମାନେେ ଭାବନ୍ତି ସହେି କାଠଖଣ୍ତଗୁଡିକ ସମାନଙ୍କେୁ ଉତ୍ତର ଦବେ। କାରଣ, ସମାନେେ ଗଣିକାମାନଙ୍କପରି ମିଥ୍ଯାପ୍ରତିମାଙ୍କ ପଛ ରେ ଅନୁଧାବନ କରିଛନ୍ତି। ସମାନେେ ପରମେଶ୍ବରଙ୍କୁ ବଳିଦାନ କରିଥିଲେ ଓ ଗଣିକା ହାଇୟୋଇଥିଲେ।
ତୁମ୍ଭମାନେେ କ'ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶଷେ ? ତା' ହେଲେ ତୁମ୍ଭମାନେେ କ'ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନଇୟିବେି, ଓ ସଗେୁଡ଼ିକୁ କୌଣସି ବେଶ୍ଯାର ଅଙ୍ଗ କରି ଦବେି ? କବେେ ନୁହେଁ।