Home Bibles ଲେବୀୟ ପୁସ୍ତକ 18:14 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 18:14 · ଓଡ଼ିଆ ବାଇବେଲ

ତୁମ୍ଭେ ତୁମ୍ଭର କକାଙ୍କ ସ୍ତ୍ରୀ ସହିତ ଦୈହିକ ସଂପର୍କ ରଖିବ ନାହିଁ। ତାଙ୍କର ସ୍ତ୍ରୀଙ୍କୁ ଅନୁନଯ କର ନାହିଁ। ସେ ତୁମ୍ଭର ଖୁଡୀ।

Cross references

ଲେବୀୟ ପୁସ୍ତକ 20:20

ଜଣେ ବ୍ଯକ୍ତି ନିଜ କକାର ସ୍ତ୍ରୀ ସହିତ ଯୌନ କଂପର୍କ ରଖିବ, ଏହା କରିବା ଦ୍ବାରା ସେ ତାଙ୍କର କକାକୁ ଅସମ୍ମାନ ଦଖାଇବେ। ସହେି ସ୍ତ୍ରୀର ଶାରୀରିକ ସଂପର୍କ, ସେ ଲୋକର କକା ପାଇଁ ଆରକ୍ଷିତା। ଉଭୟେ ପୁତୁରା ଓ ଖୁଡୀ ଅପରାଧ ପାଇଁ ଦଣ୍ଡିତ ହବେ ଓ ସମାନେେ ନିଃସନ୍ତାନ ହାଇେ ମରିବେ।

Interlinear

Choose Theme