Home Bibles ଲେବୀୟ ପୁସ୍ତକ 16:10 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 16:10 · ଓଡ଼ିଆ ବାଇବେଲ

କିନ୍ତୁ ଗୁଳାବାଣ୍ଟ ଦ୍ବାରା ଅଜାଜଲେ ନିମନ୍ତେ ସିଦ୍ଧାନ୍ତ କରାୟାଇଥିବା ଛାଗକୁ ସଦାପ୍ରଭୁଙ୍କ ସମ୍ମୁଖ ରେ ଜୀଅନ୍ତା ଛିଡା କରାୟିବ। ମରୁଭୂମିର ବାହାରକୁ ଅଜାଜଲେ ଏହି ଛାଗକୁ ପଠାଇବା ଦ୍ବାରା ଲୋକମାନଙ୍କ ପାଇଁ ହାରୋଣ ପ୍ରାଯଶ୍ଚିତ କରିବ।

Cross references

ଲେବୀୟ ପୁସ୍ତକ 14:7

ପୁଣି ଯାଜକ ସହେି କୁଷ୍ଠ ରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନଇେ କ୍ଷେତ୍ରଆଡେ ଛାଡିଦବେ।

ଲେବୀୟ ପୁସ୍ତକ 16:21

ପୁଣି ହାରୋଣ ସହେି ଜିଅନ୍ତା ଛାଗର ମସ୍ତକରେ ଆପଣା ଦୁଇହସ୍ତ ରଖି ତାହା ଉପରେ ଇଶ୍ରାୟେଲ ସନ୍ତାନଗଣର ସମସ୍ତ ଅପରାଧ, ସମସ୍ତ ଅଧର୍ମ ଓ ସମସ୍ତ ପାପ ସ୍ବୀକାର କରିବ। ଆଉ ତାହା ସବୁ ସହେି ଛାଗର ମସ୍ତକରେ ଅର୍ପଣ କରି ପୂର୍ବରୁ ପ୍ରସ୍ତୁତ ଥିବା ଲୋକ ହସ୍ତ ରେ ତାହାକୁ ମହୁଭୁମିକୁ ପଠାଇ ଦବେ।

ଯିଶାଇୟ 53:4

ମାତ୍ର ସେ ଆମ୍ଭର ଦୁଃଖ ୟାତନା ସବୁ ଧାରଣ କରିଛନ୍ତି ଓ ଆମ୍ଭମାନଙ୍କର ବ୍ଯଥାଗୁଡ଼ିକୁ ବହନ କରିଛନ୍ତି। ତଥାପି ଆମ୍ଭମାନେେ ତାଙ୍କୁ ପରମେଶ୍ବରଙ୍କ ଦ୍ବାରା ନିର୍ୟ୍ଯାତିତ ଓ ଦୁଃଖଗ୍ରସ୍ତ ବୋଲି ଭାବିଲୁ।

ରୋମୀୟଙ୍କ ପ୍ରତି ପତ୍ର 3:25

ଲୋକମାନଙ୍କୁ ବିଶ୍ବାସ ଜରିଆ ରେ, ପାପରୁ କ୍ଷମା କରିବା ଉଦ୍ଦେଶ୍ଯ ରେ ପରମେଶ୍ବର ଯୀଶୁଙ୍କୁ ପଥ ଭାବରେ ଦଇେଥିଲେ। ଯୀଶୁଙ୍କ ରକ୍ତ ବା ମୃତ୍ଯୁ ଦ୍ବାରା ପରମେଶ୍ବର କ୍ଷମା କରନ୍ତି। ଯୀଶୁଙ୍କୁ ଦବୋ ଦ୍ବାରା ଏହା ପ୍ରମାଣିତ କରେ ଯେ ପରମେଶ୍ବର ସର୍ବଦା ନ୍ଯାୟ କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 4:25

ଆମ୍ଭର ପାପ ଲାଗି ଯୀଶୁଙ୍କୁ ମୃତ୍ଯୁ ନିମନ୍ତେ ସମର୍ପିତ କରା ହେଲା। ଆମ୍ଭକୁ ପରମେଶ୍ବରଙ୍କଠା ରେ ଧାର୍ମିକ କରିବା ଲାଗି ଯୀଶୁ ମୃତ୍ଯୁରୁ ପୁନର୍ଜୀବିତ ହେଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 5:21

ଆମ୍ଭେ ଖ୍ରୀଷ୍ଟଙ୍କ ନିମନ୍ତେ କହୁ। ଖ୍ରୀଷ୍ଟଙ୍କର କିଛି ପାପ ନ ଥିଲା। କିନ୍ତୁ ପରମେଶ୍ବର ଆମ୍ଭମାନଙ୍କ ପାଇଁ ତାହାଙ୍କୁ ପାପ ରୂପେ ଗଣ୍ଯ କଲେ, ଯେପରି ତାହାଙ୍କ ମାଧ୍ଯମ ରେ ଆମ୍ଭେ ପରମେଶ୍ବରଙ୍କ ଠା ରେ ଧାର୍ମିକ ଗଣିତ ହାଇପୋରିବା।

ଏବ୍ରୀ 7:26

ଅତଏବ, ଯୀଶୁଖ୍ରୀଷ୍ଟଙ୍କ ଭଳି ମହାୟାଜକ ଆମ୍ଭର ଆବଶ୍ଯକ ଥିଲା। ସେ ପବିତ୍ର, ତାହାଙ୍କଠା ରେ କୌଣସି ପାପ ନାହିଁ। ସେ ପବିତ୍ର ଓ ପାପୀମାନଙ୍କ ଦ୍ବାରା ପ୍ରଭାବିତ ନୁହଁନ୍ତି। ତାଙ୍କୁ ସ୍ବର୍ଗଠାରୁ ମଧ୍ଯ ଉଚ୍ଚସ୍ଥାନକୁ ନିଆ ଯାଇଛି।

ଏବ୍ରୀ 9:23

ସ୍ବର୍ଗସ୍ଥ ବିଷୟଗୁଡ଼ିକର ପ୍ରତିକୃତିଗୁଡିକ ପଶୁବଳି ଦ୍ବାରା ଶୁଦ୍ଧ କରାଯାଏ। କିନ୍ତୁ ସ୍ବର୍ଗସ୍ଥ ବିଷୟ ରେ ଶୁଦ୍ଧତା ପାଇଁ ଅପେକ୍ଷାକୃତ ଭଲ ବଳି ଦରକାର।

ଯୋହନଙ୍କ ପ୍ରଥମ ପତ୍ର 2:2

ଯୀଶୁ ହେଉଛନ୍ତି ପଥ ଓ ଆମ୍ଭର ସବୁ ପାପ ବହିନିଅନ୍ତି। କବଳେ ଆମ୍ଭମାନଙ୍କ ନୁହେଁ, ମାତ୍ର ସମସ୍ତ ଜଗତର ପାପ ମଧ୍ଯ ସେ ବହିନିଅନ୍ତି।

ଯୋହନଙ୍କ ପ୍ରଥମ ପତ୍ର 3:16

ଯୀଶୁ ଆମ୍ଭମାନଙ୍କ ପାଇଁ ନିଜ ଜୀବନ ଦଇେଛନ୍ତି। ଏଥିରୁ ପ୍ରକୃତ ପ୍ ରମେ କ'ଣ, ତାହା ଆମ୍ଭେ ଜାଣିଛୁ। ଆମ୍ଭେ ମଧ୍ଯ ନିଜ ଭାଇମାନଙ୍କ ପାଇଁ ଜୀବନ ଦାନ କରିବା ଉଚିତ।

Interlinear

Interlinear data is unavailable for this verse.

Choose Theme