Home Bibles ☰ Books ଲେବୀୟ ପୁସ୍ତକ 16:1 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 16:1 · ଓଡ଼ିଆ ବାଇବେଲ

ସଦାପ୍ରଭୁଙ୍କୁ ସୁଗନ୍ଧି ଧୂପର ନବୈେଦ୍ଯ ଦଲୋ ବେଳେ ହାରୋଣଙ୍କ ଦୁଇ ପୁତ୍ର ମଲେ। ଏହାପରେ ସଦାପ୍ରଭୁ ମାଶାଙ୍କେୁ କହିଲେ,

Cross references

ଲେବୀୟ ପୁସ୍ତକ 10:1

ଏହାପରେ ହାରୋଣଙ୍କ ପୁତ୍ର ନାଦବ ଓ ଅବୀହୂ ପାପ କଲେ। ପ୍ରେତ୍ୟକକ ନିଜ ନିଜ ଅଙ୍ଗାରଧାନୀ ନଇେ ତହିଁରେ ଅଗ୍ନି ଦଇେ ତହିଁ ଉପରେ ସୁଗନ୍ଧି ଧୂପ ରଖିଲେ। ସମାନେେ ପରମେଶ୍ବରଙ୍କ ସମ୍ମୁଖ ରେ, ତାଙ୍କର ଆଜ୍ଞା ଅନୁସାରେ ଭିନ୍ନ ଅଗ୍ନି ଉତ୍ସର୍ଗ କଲେ।

ଲେବୀୟ ପୁସ୍ତକ 10:2

ତେଣୁ ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ନିର୍ଗତ ହାଇେ ସମାନଙ୍କେୁ ଗ୍ରାସ କଲା ଓ ସମାନେେ ସଦାପ୍ରଭୁଙ୍କ ସମ୍ମୁଖ ରେ ମଲେ।

Interlinear

Choose Theme