Home Bibles ☰ Books ଲେବୀୟ ପୁସ୍ତକ 15:4 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 15:4 · ଓଡ଼ିଆ ବାଇବେଲ

ପ୍ରମହେ ରୋଗୀ ଯେଉଁ ଶୟ୍ଯା ରେ ଶଯନ କରେ ତାହା ଅଶୁଚି ଅଟେ। ଆଉ ସେ ଯେଉଁ ସବୁ ପଦାର୍ଥ ଉପରେ ବସିବ ତାହା ମଧ୍ଯ ଅଶୁଚି ହବେ।

Cross references

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:33

ମୂର୍ଖଙ୍କ ଭଳି ଆଚରଣ କର ନାହିଁ। ମନ୍ଦ ସଙ୍ଗୀମାନେ ଭଲ ଅଭ୍ଯାସଗୁଡ଼ିକୁ ନଷ୍ଟ କରି ଦବେେ।

ଏଫିସୀୟଙ୍କ ପ୍ରତି ପତ୍ର 5:11

ସର୍ବଦା ଭଲ କାମ କରି, ଅନ୍ଧକାରର କର୍ମଗୁଡ଼ିକର ଅସାରତା ପ୍ରମାଣିତ କର।

ତୀତସଙ୍କ ପ୍ରତି ପତ୍ର 1:15

ଯେଉଁମାନେ ପବିତ୍ର, ତାହାଙ୍କ ପାଇଁ ସବୁ କିଛି ପବିତ୍ର। କିନ୍ତୁ ଯେଉଁମାନେ ପାପୀ ଓ ଅବିଶ୍ବାସୀ, ସମାନଙ୍କେ ଲାଗି କିଛି ହେଲେ ପବିତ୍ର ନୁହେଁ। ସମାନଙ୍କେର ଚିନ୍ତା ପାପରେ ଦୂଷିତ ହାଇଯୋଇଛି ଓ ଠିକ୍ କ'ଣ, ସେ ସମ୍ବନ୍ଧ ରେ ସମାନଙ୍କେର ଜ୍ଞାନ ନଷ୍ଟ ହାଇେ ଯାଇଛି।

Interlinear

Choose Theme