ଲେବୀୟ ପୁସ୍ତକ 15:33 · ଓଡ଼ିଆ ବାଇବେଲ
ପୁଣି ଏହିସବୁ ବିଧି ରଜସ୍ବାଳା ନାରୀ, ବିର୍ୟ୍ଯ କ୍ଷରଣକାରୀ ପୁରୁଷ ଓ ସ୍ତ୍ରୀ ଏବଂ ରଜସ୍ବଳା ନାରୀ ସହିତ ଶଯନ କରୁଥିବା ଲୋକମାନଙ୍କ ପାଇଁ ଲାଗୁ ହବେ।
Cross references
ଲେବୀୟ ପୁସ୍ତକ 15:19
ଆଉ ଯଦି କୌଣସି ସ୍ତ୍ରୀ ରଜସ୍ବଳା ହୁଏ ଓ ତା'ର ଦହରେୁ ରକ୍ତ କ୍ଷରିତ ହୁଏ, ତବେେ ସେ ସାତଦିନ ପର୍ୟ୍ଯନ୍ତ ଅଶୌଚ ରହିବ। ୟିଏ କହେି ତାକୁ ସେ ସମୟରେ ଛୁଇଁବ ସେ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବ।
ଲେବୀୟ ପୁସ୍ତକ 15:24
ଯଦି ରଜସ୍ବାଳା ସମୟରେ କୌଣସି ପୁରୁଷ ସହେି ସ୍ତ୍ରୀ ଲୋକ ସହିତ ଦୈହିକ ସମ୍ପର୍କ ରେଖ, ସେ ମଧ୍ଯ ସାତଦିନ ପର୍ୟ୍ଯନ୍ତ ଅଶୁଚି ରହିବ। ପୁଣି ସେ ଯେ କୌଣସି ଶୟ୍ଯା ରେ ଶଯନ କରେ ତାହା ଅଶୁଚି ହବେ।
ଲେବୀୟ ପୁସ୍ତକ 20:18
ଯଦି କହେି ରଜସ୍ବଳା ନାରୀ ସହିତ ୟୌନ ସଂପର୍କ ରେଖ, ତବେେ ଉଭୟେ ପୁରୁଷ ଓ ସ୍ତ୍ରୀ ନିଜ ଲୋକମାନଙ୍କଠାରୁ ପୃଥକ୍ ରହିବା ଉଚିତ୍। ସମାନେେ ଅପରାଧୀ କାରଣ ସମାନେେ ତା'ର ମାସିକ କ୍ଷରଣ ଅନାବୃତ କରିଛନ୍ତି।