Home Bibles ଲେବୀୟ ପୁସ୍ତକ 15:17 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 15:17 · ଓଡ଼ିଆ ବାଇବେଲ

ଯଦି କୌଣସି ବସ୍ତ୍ର ରେ କିମ୍ବା ଚର୍ମ ରେ ବୀର୍ୟ୍ଯପାତ ହୁଏ, ସଗେୁଡିକୁ ଜଳ ରେ ଧୌତ କରାୟିବ ଓ ସନ୍ଧ୍ଯା ପର୍ୟ୍ଯନ୍ତ ତାହା ଅଶୁଚି ରହିବ।

Cross references

ଗଣନା ପୁସ୍ତକ 31:23

ଯେଉଁ ଦ୍ରବ୍ଯ ଅଗ୍ନି ରେ ପକାୟାଇ ପାରିବ ନାହିଁ ତାକୁ ଜଳ ରେ ଧୋଇ ଶୁଚି କରିବ।

ଦିତୀୟ ବିବରଣ 23:11

ମାତ୍ର ମନ୍ଧ୍ଯା ଉପସ୍ଥିତ ହେଲେ ସେ ଜଳ ରେ ସ୍ନାନ କରିବ ଓ ସୂର୍ୟ୍ଯସ୍ତ ହବୋପରେ ସେ ଛାଉଣୀ ମଧ୍ଯକକ୍ସ୍ଟ ପ୍ରବେଶ କରିବ।

ଯିହୂଦାଙ୍କ ପତ୍ର 1:23

ଅନ୍ୟ ଲୋକମାନଙ୍କୁ ରକ୍ଷାକର। ସହେି ଲୋକମାନଙ୍କୁ ଅଗ୍ନିରୁ ଟାଣି ଆଣ। କିନ୍ତୁ ତୁମ୍ଭେ ଅନ୍ୟ ପାପୀମାନଙ୍କୁ ଦୟା ଦଖାଇବୋ ବେଳେ ସାବଧାନ ରେ ରୁହ। ପାପରେ କଳଙ୍କିତ ହାଇେଥିବା ସମାନଙ୍କେର ଲୁଗାପଟାକୁ ମଧ୍ଯ ଘୃଣା କର।

Interlinear

Choose Theme