ଲେବୀୟ ପୁସ୍ତକ 14:53 · ଓଡ଼ିଆ ବାଇବେଲ
ତା'ପରେ ଯାଜକ ସହେି ଜୀଅନ୍ତା ପକ୍ଷୀକୁ ନଗର ବାହରସ୍ଥ କ୍ଷେତ୍ର ଆଡେ ଛାଡିଦବେ। ଏହିପରି ସେ ଗୃହ ପାଇଁ ପ୍ରାଯଶ୍ଚିତ କରିବ ଓ ଘରଟିକୁ ଶୁଚି କରିବ।
Cross references
ଲେବୀୟ ପୁସ୍ତକ 14:7
ପୁଣି ଯାଜକ ସହେି କୁଷ୍ଠ ରୋଗୀ ଉପରେ ସାତଥର ରକ୍ତ ଛିଞ୍ଚିବ ଓ ଶୁଚି ହେଲା ବୋଲି ପ୍ରକାଶ କରିବ। ଆଉ ଅନ୍ୟ ଜୀଅନ୍ତା ପକ୍ଷୀଟିକୁ ନଇେ କ୍ଷେତ୍ରଆଡେ ଛାଡିଦବେ।
ଲେବୀୟ ପୁସ୍ତକ 14:20
ତତ୍ପରେ ଯାଜକ ହାମବେଳି ଓ ଶସ୍ଯ ନବୈେଦ୍ଯ ଆଣି ୟଜ୍ଞବଦେୀ ରେ ଉତ୍ସର୍ଗ କରିବ। ଏହିପରି ଯାଜକ ତାହା ପାଇଁ ପ୍ରାଯଶ୍ଚିତ କରିବ ଓ ସେ ଶୁଚି ହବେ।