Home Bibles ☰ Books ଲେବୀୟ ପୁସ୍ତକ 14:50 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:50 · ଓଡ଼ିଆ ବାଇବେଲ

ଜଳ ସୋର୍ତ ଉପରେ ଏକ ମାଟିହାଣ୍ଡି ଉପରେ ପକ୍ଷୀଟିକୁ ରଖି ଯାଜକ ତାକୁ ବଧ କରିବା ପାଇଁ କହିବା ଉଚିତ୍।

Cross references

ଲେବୀୟ ପୁସ୍ତକ 14:4

ଯଦି ଲୋକଟି ସୁସ୍ଥ ତବେେ ଯାଜକ ତାହା ପାଇଁ ଦୁଇ ଜୀଅନ୍ତା ଶୁଚି ପକ୍ଷୀ, କିଛି ଏରସ୍ କାଠ, ସିନ୍ଦୁରବର୍ଣ୍ଣ ( ଲୋମ) ଓ ବନସ୍ପତିର ପତ୍ର ନବୋ ପାଇଁ ଆଜ୍ଞା ଦବେ।

ଲେବୀୟ ପୁସ୍ତକ 14:5

ପୁଣି ଯାଜକ ମୃତ୍ତିକାପାତ୍ରସ୍ଥିତ ସୋର୍ତଜଳ ଉପରେ ଏକ ପକ୍ଷୀକି ବଧ କରିବାକୁ ଆଦେଶ ଦବେ।

ଲେବୀୟ ପୁସ୍ତକ 14:6

ତା'ପରେ ସେ ସହେି ଜୀଅନ୍ତା ପକ୍ଷୀ, ଏରସ କାଠ, ସିନ୍ଦୁର ବର୍ଣ୍ଣ (ଲୋମ) ଓ ବନସ୍ପତି ବୃକ୍ଷର ପତ୍ର ନଇେ ସହେି ସୋର୍ତଜଳ ଉପରେ ବଧ କରାୟାଇଥିବା ପକ୍ଷୀର ରକ୍ତ ରେ ସହେି ସବୁକୁ ବୁଡାଇବ।

Interlinear

Choose Theme