Home Bibles ଲେବୀୟ ପୁସ୍ତକ 14:41 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:41 · ଓଡ଼ିଆ ବାଇବେଲ

ପୁଣି ସେ ଗୃହର କାନ୍ଥ ଉପରେ ଥିବା ଚୂନକୁ ଚଞ୍ଛାଇବ ଓ ସହେି ଚଞ୍ଛାଧୂଳି ନଇେ ନଗର ବାହା ରେ ଅଶୁଚି ସ୍ଥାନ ରେ ପକାଇବ।

Cross references

ଆୟୁବ ପୁସ୍ତକ 36:13

ନାସ୍ତିକ ଲୋକମାନେ କୋର୍ଧକୁ ସମାନଙ୍କେ ନିଜ ପାଇଁ ସାଇତି ରଖନ୍ତି। ଯେତବେେଳେ ପରମେଶ୍ବର ତାକୁ ଦଣ୍ଡ ଦିଅନ୍ତି, ସେତବେେଳେ ସମାନେେ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନର ଲୋକ ଉଠାଇବାକୁ ମନା କରନ୍ତି।

ଯିଶାଇୟ 65:4

ସମାନେେ କବରସ୍ଥାନ ମଧିଅରେ ବସନ୍ତି ଓ ଗୁମ୍ଫା ମଧିଅରେ ରାତ୍ରି ୟାପନ କରନ୍ତି। ସମାନେେ ଶୂକର ମାଂସ ଭକ୍ଷଣ କରନ୍ତି ଓ ସମାନଙ୍କେ ପାତ୍ର ରେ ଦୂଷିତ ମାଂସ ଝୋଳ ଥାଏ।

ମାଥିଉଲିଖିତ ସୁସମାଚାର 8:28

ଯୀଶୁ ହ୍ରଦର ଆରପଟ ରେ ଥିବା ଗାଦରୀୟ ଲୋକଙ୍କ ରାଜ୍ଯ ରେ ପହନ୍ଚିଲେ। ଭୁତ ଗ୍ରସ୍ତ ଦୁଇଜଣ ଲୋକ କବର ସ୍ଥନରୁ ବାହାରି ତାହାଙ୍କୁ ଭଟେିଲେ। ସମାନେେ ବହୁତ ଭୟଙ୍କର ଥିଲେ।

ମାଥିଉଲିଖିତ ସୁସମାଚାର 24:51

ମାଲିକ ତାକୁ କଠିନ ଶାସ୍ତି ଦବେେ। ସେ ତାକୁ କପଟୀଲୋକଙ୍କ ସହିତ ଯେଉଁଠା ରେ ଲୋକମାନେ କାନ୍ଦନ୍ତି ଓ ୟନ୍ତ୍ରଣା ରେ ଦାନ୍ତ କଡ଼ମଡ଼ କରନ୍ତି ସହେି ସ୍ଥାନକୁ ପଠାଇ ଦବେେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:20

ହୁମନାୟ ଓ ଆଲେକ୍ଜାଣ୍ଡର ସମାନଙ୍କେ ମଧ୍ଯରୁ କେତକେ ଅଟନ୍ତି। ମୁଁ ସମାନଙ୍କେୁ ଶୟତାନ ହାତ ରେ ଦଇେଛି, ଯାହା ଫଳ ରେ ସମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 22:15

କିନ୍ତୁ କୁକୁରମାନେ, ମନ୍ଦ କୁହୁକ କରୁଥିବା ଲୋକମାନେ, ଯେଉଁମାନେ ୟୌନଗତ ପାପ କରନ୍ତି, ନରହନ୍ତାମାନେ, ପ୍ରତିମାପୂଜକଗଣ, ମିଥ୍ଯାପ୍ରିୟ ଓ ମିଥ୍ଯାବାଦୀମାନେ ନଗରର ବାହା ରେ ରହିବେ।

Interlinear

Choose Theme