Home Bibles ଲେବୀୟ ପୁସ୍ତକ 14:28 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:28 · ଓଡ଼ିଆ ବାଇବେଲ

ଆଉ ମଧ୍ଯ ଯାଜକ ଆପଣା ହସ୍ତସ୍ଥିତ ତୈଳ ନଇେ ସହେି ଶାଧେନୀୟ ଲୋକର ଦକ୍ଷିଣ କର୍ଣ୍ଣପ୍ରାନ୍ତ ରେ, ଦକ୍ଷିଣହସ୍ତ ବୃଦ୍ଧାଙ୍ଗୁଳି ରେ ଓ ଦକ୍ଷିଣ ପାଦ ବୃଦ୍ଧାଙ୍ଗୁଳି ରେ ଦୋଷାର୍ଥକ ବଳିର ରକ୍ତ ଲାଗିଥିବା ସ୍ଥାନ ରେ ଲଗାଇବ।

Cross references

ଯାତ୍ରା ପୁସ୍ତକ 29:20

ସହେି ଅଣ୍ଡିରା ମଷେକୁ ହତ୍ଯାକର ଏବଂ ତା'ର କିଛି ରକ୍ତ ସଂଗ୍ରହ କର। ସହେି ରକ୍ତକୁ ହାରୋଣର ଦକ୍ଷିଣକର୍ଣ୍ଣ ପ୍ରାନ୍ତ ରେ ଓ ତା'ର ପୁତ୍ରଗଣର ଦକ୍ଷିଣ କର୍ଣ୍ଣ ପ୍ରାନ୍ତର ଲଗାଅ। ସମାନଙ୍କେର ଦକ୍ଷିଣହସ୍ତର ବୃଦ୍ଧା ଆଙ୍ଗୁଠି ଉପରେ ଓ ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଠି ଉପରେ ଏହା ଲଗାଅ। ପୁଣି ୟଜ୍ଞବଦେୀର ଚାହିଆଡେ ରକ୍ତ ଛିଞ୍ଚ।

ଲେବୀୟ ପୁସ୍ତକ 8:23

ତା'ପରେ ମାଶାେ ମଷେକୁ ବଧ କଲେ ଓ ତାହାର କିଛି ରକ୍ତ ନଇେ ହାରୋଣର ଦକ୍ଷିଣ କର୍ଣ୍ଣ ଗହ୍ବର ରେ ଓ ଦକ୍ଷିଣ ହସ୍ତର ବୃଦ୍ଧାଙ୍ଗୁଳି ଉପରେ ଓ ହାରୋଣର ଦକ୍ଷିଣ ପାଦର ବୃଦ୍ଧାଙ୍ଗୁଳି ଉପରେ ଦେଲେ।

Interlinear

Choose Theme