Home Bibles ଲେବୀୟ ପୁସ୍ତକ 14:24 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 14:24 · ଓଡ଼ିଆ ବାଇବେଲ

ତହୁଁ ଯାଜକ ଦୋଷାର୍ଥକ ବଳିର ମଷେବତ୍ସ ଓ ସହେି ଏକ ଲୋଗ୍ ତୈଳ ନବେ। ତା'ପରେ ଯାଜକ ସଦାପ୍ରଭୁଙ୍କ ସମ୍ମୁଖ ରେ ଦୋଳନୀଯ ନବୈେଦ୍ଯାର୍ଥେ ତାହା ଦୋଳନ କରିବ।

Cross references

ଲେବୀୟ ପୁସ୍ତକ 14:10

ଅଷ୍ଟମ ଦିନ ରେ ସେ କୁଷ୍ଠ ରୋଗୀ ଦୁଇ ନିଖୁଣ ମଷେବତ୍ସ, ଏକବର୍ଷୀଯା ଏକ ନିଖୁଣ ମଷେବତ୍ସା, ଶସ୍ଯ ନବୈେଦ୍ଯ ନିମନ୍ତେ ଏକ ଐଫାର ତିନି ଦଶମାଂଶ ତୈଳମିଶ୍ରିତ ସରୁ ମଇଦା ଓ ଏକ ଲୋଗ୍ ତୈଲ ନବେ।

ଲେବୀୟ ପୁସ୍ତକ 14:12

ଆଉ ଯାଜକ ଗୋଟିଏ ଅଣ୍ଡିରା ମଷେବତ୍ସ ଓ ସହେି ଏକ ଲୋଗ୍ ତୈଳ ନଇେ ଦୋଷାର୍ଥକ ବଳିରୂପେ ଉତ୍ସର୍ଗ କରିବ, ଆଉ ଦୋଳନୀଯ ନବୈେଦ୍ଯ ନିମନ୍ତେ ସଦାପ୍ରଭୁଙ୍କ ସମ୍ମୁଖ ରେ ସେସବୁ ଦୋଳନୀଯ କରାୟିବ।

Interlinear

Choose Theme