ଯାଜକ ଯଦି ଦେଖିବ ସହେି କ୍ଷତି ଚର୍ମ ରେ ବ୍ଯାପିଲା, ତବେେ ସେ ତାକୁ ଅଶୁଚି ବୋଲି ପ୍ରକାଶ କରିବ ଏବଂ ତାହା କୁଷ୍ଠ ରୋଗ।
Cross references
ତହୁଁ ଯାଜକ ତା'ର ଶରୀରର ଚର୍ମ ଉପରିସ୍ଥ ଘା' ଦେଖିବ, ଆଉ ଯବେେ ଘା'ର ଲୋମ ଶ୍ବତବେର୍ଣ୍ଣ ହାଇେଥାଏ, ପୁଣି ଘା' ଯବେେ ତା' ଶରୀରର ଚର୍ମଠାରୁ ନୀଚ୍ଚ ଦିଶେ ତବେେ ତାହା କୁଷ୍ଠ ରୋଗର ଘା' ଏଟେ। ଆଉ ଯାଜକ ତାହାକୁ ଦେଖିବ ଓ ତାକୁ ଅସୁଚି ବୋଲି ପ୍ରକାଶ କରିବ।
ତୁମ୍ଭେ ସବୁ କପଟୀ। ୟିଶାଇୟ ତୁମ୍ଭମାନଙ୍କ ବିଷୟ ରେ ଠିକ୍ ଭାବରେ ଏହି ଭବିଷ୍ଯଦ୍ବାଣୀ କହିଥିଲେ।
ପରମେଶ୍ବରଙ୍କ ପ୍ରତି ତୁମ୍ଭର ହୃଦୟ ନିର୍ମଳ ନଥିବାରୁ ତୁମ୍ଭେ ଆମ୍ଭ ସହିତ ଓ କାମ ରେ ଭାଗ ନଇେ ପାରିବ ନାହିଁ।
ଅନକେ ଲୋକ ଖ୍ରୀଷ୍ଟଙ୍କ କ୍ରୁଶର ଶତ୍ରୁମାନଙ୍କ ଭଳି ଜୀବନ-ଯାପନ କରୁଛନ୍ତି। ମୁଁ ଅନକେଥର ଏହି ଲୋକମାନଙ୍କ ବିଷୟ ରେ କହିଛି। ଏବେ ମଧ୍ଯ ମୁଁ କାନ୍ଦିକାନ୍ଦି ସମାନଙ୍କେ ବିଷୟ ରେ କହୁଛି।
ଏହି ଭଣ୍ଡ ଶିକ୍ଷକମାନେ ସହେି ଲୋକମାନଙ୍କୁ ମୁକ୍ତିର ପ୍ରତିଜ୍ଞା ଦିଅନ୍ତି। ମାତ୍ର ଏହି ଭଣ୍ଡ ଶିକ୍ଷକମାନେ ନିଜେ ମୁକ୍ତି ପାଇ ନାହାଁନ୍ତି। ସମାନେେ ନିଜେ ବିନଷ୍ଟ ବିଷୟର ଦାସ ଅଟନ୍ତି। ଜଣେ ବ୍ଯକ୍ତି ଯାହା ଦ୍ବାରା ନିୟନ୍ତ୍ରିତ ହୁଏ, ସେ ସେଥିର ଦାସ ଅଟେ।