Home Bibles ଲେବୀୟ ପୁସ୍ତକ 13:39 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 13:39 · ଓଡ଼ିଆ ବାଇବେଲ

ତବେେ ଯାଜକ ସହେି ଛଉ ଦେଖିବ, ଯଦି ସମାନଙ୍କେ ଶରୀରର ଚର୍ମ ରେ ସହେି ଚିକ୍କଣ ଚିହ୍ନ ଅଳ୍ପ ମଳିନ ଶ୍ବତବେର୍ଣ୍ଣ ହୁଏ, ତବେେ ତାହା ଚର୍ମରୁ ଉତ୍ପନ୍ନ କ୍ଷତିବିହୀନ ୟାଦୁ ରୋଗ ବୋଲି ବିବଚେିତ ହବେ ଓ ସହେି ଲୋକ ଶୁଚି।

Cross references

ଉପଦେଶକ 7:20

ୟିଏ ପାପ ନ କରି କବଳେ ସତ୍କର୍ମ କରିଛି, ଏପରି ଜଣେ ଧାର୍ମିକ ପୃଥିବୀ ରେ ନିଶ୍ଚଯ ନାହିଁ।

ରୋମୀୟଙ୍କ ପ୍ରତି ପତ୍ର 7:22

ମାେ ମନ ରେ, ମୁଁ ପରମେଶ୍ବରଙ୍କର ବ୍ଯବସ୍ଥା ରେ ସୁଖୀ।

ଯାକୁବଙ୍କ ପତ୍ 3:2

ଆମ୍ଭେ ସମସ୍ତେ ଅନକେ ଭୁଲ କରୁ। ଯଦି ଜଣେ ଲୋକ କୌଣସି ଭୁଲ କଥା କହି ନାହିଁ, ତା ହେଲେ ସେ ଜଣେ ସିଦ୍ଧ ମଣିଷ ଅଟେ। ସେ ନିଜ ସମସ୍ତ ଶରୀରକୁ ମଧ୍ଯ ସଂୟତ କରିପାରିବ।

Interlinear

Choose Theme