ଲେବୀୟ ପୁସ୍ତକ 13:30 · ଓଡ଼ିଆ ବାଇବେଲ
ଯାଜକ ସହେି ଘା' ଦେଖିବ, ଯଦି ତାହା ଚର୍ମର ନୀଚ୍ଚସ୍ଥ ଦଖାୟୋଏ, ତହିଁରେ ହଳଦିବର୍ଣ୍ଣ ସରୁ ଲୋକ ଥାଏ, ତବେେ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା ଛଉ, ତାହା ମସ୍ତକ ଅବା ଦାଢିର କୁଷ୍ଠ ରୋଗ।
Cross references
ଲେବୀୟ ପୁସ୍ତକ 13:32
ସପ୍ତମ ଦନ ରେ ଯାଜକ ସହେି ଲୋକର ଘା' ଦେଖିବ। ଯଦି ସହେି ଛଉ ବଢି ନଥାଏ ଓ ତହିଁରେ ହଳଦିବର୍ଣ୍ଣର ଲୋମ ହାଇେ ନଥାଏ, ଆଉ ତାହା ଚର୍ମର ନୀଚସ୍ଥ ଦଖାେ ନୟାଏ,
ଲେବୀୟ ପୁସ୍ତକ 13:34
ପୁଣି ସପ୍ତମ ଦିନ ରେ ଯାଜକ ସହେି ଛଉ ଦେଖିବ। ଯଦି ସହେି ଛଉ ଚର୍ମ ରେ ବଢି ନଥାଏ ଓ ତହା ଚର୍ମର ନୀଚ୍ଚସ୍ଥ ଦଖାେ ନୟାଏ, ତବେେ ଯାଜକ ତାକୁ ଶୁଚି ବୋଲି ପ୍ରକାଶ କରିବ, ପୁଣି ସେ ଆପଣା ବସ୍ତ୍ର ଧୋଇ ଶୁଚି ହବେ।
ଲେବୀୟ ପୁସ୍ତକ 14:54
କୁଷ୍ଠ ରୋଗର ଯେକୌଣସି ଘା' ଓ ଛଉର ଏହିସବୁ ବ୍ଯବସ୍ଥା।