ଲେବୀୟ ପୁସ୍ତକ 13:25 · ଓଡ଼ିଆ ବାଇବେଲ
ଯଦି ଉଜ୍ଜ୍ବଳ ଚିହ୍ନ ରେ ଲୋମ ଶ୍ବତବେର୍ଣ୍ଣ ହାଇେଥାଏ ଓ ଚର୍ମର ନୀଚସ୍ଥ ଦଖାୟୋଏ, ତବେେ ତାହା କୁଷ୍ଠ ରୋଗ, ତାହା ଅଗ୍ନି ଦାହରୁ ଉତ୍ପନ୍ନ ହାଇେଅଛି। ଆଉ ଯାଜକ ତାକୁ ଅଶୁଚି ବୋଲି ପ୍ରକାଶ କରିବ। ତାହା କୁଷ୍ଠ ରୋଗ ଅଟେ।
Cross references
ଲେବୀୟ ପୁସ୍ତକ 13:4
ସମଯେ ସମଯେ ଜଣଙ୍କ ଶରୀରର ଚର୍ମ ଉପରେ ଧଳା ଛଉ ଦଖାୟୋଏ, ଯଦି ସେ ଚିହ୍ନ ଚର୍ମଠାରୁ ନୀଚ୍ଚ ନଥାଏ, ତବେେ ଯାଜକ ତାକୁ ଅନ୍ୟ ଲୋକମାନଙ୍କଠାରୁ ସାତଦିନ ପର୍ୟ୍ଯନ୍ତ ପୃଥକ୍ କରି ରଖିବ।
ଲେବୀୟ ପୁସ୍ତକ 13:18
ଜଣେ ବ୍ଯକ୍ତିର ଶରୀରର ଚର୍ମ ରେ ବଥ ହାଇେ ଭଲ ହେଲାପରେ,