Home Bibles ଲେବୀୟ ପୁସ୍ତକ 12:1 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 12:1 · ଓଡ଼ିଆ ବାଇବେଲ

ସଦାପ୍ରଭୁ ମାଶାଙ୍କେୁ କହିଲେ,

Cross references

ଲେବୀୟ ପୁସ୍ତକ 5:3

ଆହୁରି ଅନକେ ଜିନିଷ ଅଛି ଯାହା କି ମନୁଷ୍ଯକୁ ଅଶୁଚି କରେ। ଯଦି କହେି ଜାଣିଥାଏ ଯାହାକୁ ସ୍ପର୍ଶ କଲେ ଅଶୁଚି ହୁଏ ଏବଂ ସେ ତାହା ଅଜ୍ଞାତ ରେ କରିଥାଏ, ତବେେ ସେ ଯେତବେେଳେ ଜାଣେ ସେ ଦୋଷୀ ହବେ।

ଲେବୀୟ ପୁସ୍ତକ 7:21

ଯଦି କୌଣସି ବ୍ଯକ୍ତି ଅଶୁଚି ବସ୍ତୁ କିମ୍ବା ଅଶୁଚି ପ୍ରାଣୀ କିମ୍ବା କୌଣସି ଘୃଣା ଯୋଗ୍ଯ ଅଶୁଚି ବସ୍ତୁ ସ୍ପର୍ଶ କରେ ତବେେ ସେ ଅପବିତ୍ର ହୁଏ ଓ ଯଦି ସେ ସଦାପ୍ରଭୁଙ୍କ ସମ୍ବନ୍ଧୀଯ ମଙ୍ଗଳାର୍ଥକ ବଳିର ମାଂସ ଭୋଜନ କରେ ତବେେ ସହେି ବ୍ଯକ୍ତି ଆପଣା ଲୋକମାନଙ୍କଠାରୁ ପୃଥକ୍ ରହିବ।

ଲୂକଲିଖିତ ସୁସମାଚାର 2:22

ମାଶାଙ୍କେ ବ୍ଯବସ୍ଥା ଅନୁସାରେ ଶୁଚି ହବୋର ସମୟ ଆସିଲା। ଏହାପରେ ୟୋ ସଫେ ଓ ମରିୟମ ଯୀଶୁଙ୍କୁ ପ୍ରଭୁ ପରମେଶ୍ବରଙ୍କ ନିକଟରେ ଉତ୍ସର୍ଗ କରିବା ପାଇଁ ୟିରୂଶାଲମକୁ ନଇେ ଆସିଲେ।

Interlinear

Choose Theme