ଲେବୀୟ ପୁସ୍ତକ 10:5 · ଓଡ଼ିଆ ବାଇବେଲ
ତେଣୁ ମୀଖାଯଲେ ଓ ଇଲୀଷାଫନ ମାଶାଙ୍କେ ଆଜ୍ଞା ପାଳନ କଲେ। ସମାନେେ ନାଦବ ଓ ଅବୀହୂର ଶବକୁ ଜାମା ସହିତ ଛାଉଣୀର ବାହାରକୁ ନଇଗେଲେ।
Cross references
ଲେବୀୟ ପୁସ୍ତକ 8:13
ତା'ପରେ ମାଶାେ ହାରୋଣଙ୍କ ପୁତ୍ରଗଣଙ୍କୁ ଆଣି ସମାନଙ୍କେୁ ଜାମା ପିନ୍ଧାଇଲେ, କଟୀ ରେ ସମାନଙ୍କେର କଟୀବନ୍ଧନୀ ବାନ୍ଧିଲେ ଓ ସମାନଙ୍କେୁ ଶିରୋଭୂଷଣ ରେ ଭୂଷିତ କଲେ। ମାଶାେ ଏହା ସଦାପ୍ରଭୁଙ୍କ ଆଜ୍ଞା ଅନୁସାରେ କଲେ।
ପ୍ରଥମ ରାଜାବଳୀ 13:28
ସହେି ବୃଦ୍ଧ ଭବିଷ୍ଯଦ୍ବକ୍ତା ବାହାରି ଗଲେ ଓ ପଥ ମଧିଅରେ ସହେି ଶବ ପଡିଥିବାର ଦେଖିଲେ। ଶବ ନିକଟରେ ସହେି ଗଧ ଓ ସିଂହ ଛିଡା ହାଇେଥିଲେ। ସିଂହ ଶବଟିକୁ ଖାଇ ନଥିଲା କିମ୍ବା ଗଧକୁ ବିଦୀର୍ଣ୍ଣ କରି ନଥିଲା।