ଯିରିମିୟଙ୍କ ବିଳାପ 3:28 · ଓଡ଼ିଆ ବାଇବେଲ
ସଦାପ୍ରଭୁ ଯାହାର କାନ୍ଧ ରେ ୟୁଆଳି ରଖନ୍ତି, ସେ ଏକାକୀ ନୀରବ ରେ ବସିରହୁ।
Cross references
ଆୟୁବ ପୁସ୍ତକ 23:2
ମୁଁ ଆଜି ବି ଅଭିଯୋଗ କରୁଛି କାରଣ ମୁଁ ଆଜିବି କଷ୍ଟ ପାଉଛି।
ଗୀତସଂହିତା 39:9
ମୁଁ ମାରେ ପାଟି ଖାଲିେ ନାହିଁ। ମୁଁ କିଛି କହି ନାହିଁ। ହେ ସଦାପ୍ରଭୁ ତୁମ୍ଭେ ୟାହା କରିବା କଥା ତାହା କରିଛ।
ଗୀତସଂହିତା 39:10
ହେ ପରମେଶ୍ବର, ମାେତେ ଆଉ ଦଣ୍ଡ ଦିଅ ନାହିଁ। ୟଦି ତୁମ୍ଭେ ମାେତେ ଦଣ୍ଡ ଦବୋ ବନ୍ଦ କରିବ ନାହିଁ, ତୁମ୍ଭେ ମାେତେ ଧ୍ବଂସ କରିଦବେ।
ଗୀତସଂହିତା 102:7
ଛାତ ଉପରିସ୍ଥ ଏକାକୀ ଘରଚଟିଆ ପରି ମୁଁ ଶୋଇପାରେ ନାହିଁ।
ଯିରିମିୟ 15:17
ମୁଁ ଆମାଦେ ପ୍ରମାଦେକାରୀମାନଙ୍କ ସଭା ରେ ବସିଲି ନାହିଁ କିଅବା ଆନନ୍ଦ କଲି ନାହିଁ। ତୁମ୍ଭର ହସ୍ତ ସକାଶୁ ମୁଁ ଏକାକୀ ବସିଲି, କାରଣ ତୁମ୍ଭେ ମାେତେ ମାରେ ଚତୁପାଶର୍ବସ୍ଥ ମନ୍ଦ ଯୋଗୁଁ କୋର୍ଧ ରେ ପୂର୍ଣ୍ଣ କରିଅଛ।
ଯିରିମିୟଙ୍କ ବିଳାପ 2:10
ସିୟୋନ କନ୍ଯା, ବଯସ୍କାମାନେ ନୀରବ ରେ ଭୂମିରେ ବସିଛନ୍ତି। ସମାନେେ ଆପଣା ମସ୍ତକରେ ଧୂଳି ବୋଳି ହାଇେଛନ୍ତି ଓ କଟି ଦେଶ ରେ ଶାେକ ବସ୍ତ୍ର ବାନ୍ଧିଛନ୍ତି। ୟିରୁଶାଲମର କୁମାରୀମାନେ ଭୂମିକୁ ସମାନଙ୍କେର ମସ୍ତକରେ ଅବନତ କରିଛନ୍ତି।