ସଦାପ୍ରଭୁ ପ୍ରଚଣ୍ଡ କୋର୍ଧ ରେ ଇଶ୍ରାୟେଲର ସମସ୍ତ ଶକ୍ତି କାଟି ପକାଇଛନ୍ତି। ସେ ଶତ୍ରୁ ସମ୍ମୁଖରୁ ତାଙ୍କର ଦକ୍ଷିଣ ହସ୍ତ ପଛକୁ ଟାଣି ନଇେଛନ୍ତି। ସେ ଅଗ୍ନିଶିଖା ପରି ଯାକୁବକୁ ଜଳାଇଛନ୍ତି ଓ ତାହା ଚତୁର୍ଦ୍ଦିଗ ରେ ଥିବା ସବୁକିଛି ଗ୍ରାସ କରିଛି।
Cross references
ମାେ କୋର୍ଧ ରେ ଅଗ୍ନି ପ୍ରଜ୍ବଳିତ ହବେ, ଯାହା ପାତାଳ ପର୍ୟ୍ଯନ୍ତ ଜଳକ୍ସ୍ଟଛି। ପୃଥିବୀର ଏହା ସମସ୍ତ ଦେଶକକ୍ସ୍ଟ ଓ ସମସ୍ତ ଉତ୍ପନ ବସ୍ତକ୍ସ୍ଟକକ୍ସ୍ଟ ଗ୍ରାସ କରିବ। ଏହା ପର୍ବତର ମୂଳଦକ୍ସ୍ଟଆକକ୍ସ୍ଟ ମଧ୍ଯ ପୋଡି଼ ପକାଇବ।
ଆମ୍ଭେ ଏହା କରିବା, କାରଣ ଲୋକମାନେ ଆମ୍ଭଙ୍କୁ ପରିତ୍ଯାଗ କରିଅଛନ୍ତି ଓ ଅନ୍ୟ ଦବେତାଗଣଙ୍କ ନିକଟରେ ସୁଗନ୍ଧିଧୂପ ଜାଳିଛନ୍ତି। ସହେି ଲୋକମାନେ ଯେଉଁସବୁ ମନ୍ଦ କର୍ମମାନ କରିଛନ୍ତି, ତଦ୍ଦ୍ବାରା ଆମ୍ଭଙ୍କୁ କୋର୍ଧାନ୍ବିତ କରିଛନ୍ତି। ତେଣୁ ଆମ୍ଭେ ଏହି ସ୍ଥାନ ଉପରେ ଆମ୍ଭକୁ ମାରେ ନିର୍ବାପିତ ହାଇେ ପାରୁ ନ ଥିବା ଅଗ୍ନିପରି କୋରଧ ଢ଼ାଳିବା।'
ମାରେ ଦୁଃଖ ରେ ମୁଁ ମାରେ ବସ୍ତ୍ର ଚଟରୁ ବସ୍ତ୍ର ତିଆରି କଲି। ଜଣେ ପରାଜିତ ଲୋକ ପରି ମୁଁ ଏହି ଧୂଳି ଓ ପାଉଁଶ ଉପରେ ବସୁଛି।
ତୁମ୍ଭେ ଆମ୍ଭମାନଙ୍କୁ କାହିଁକି, ସାହାୟ୍ଯ କରିବ ନାହିଁ ? ତୁମ୍ଭେ ଆପଣା ମହାଶକ୍ତିକୁ ବ୍ଯବହାର କରି ଶତ୍ରୁମାନଙ୍କୁ ପରାଜଯ କର।
କିନ୍ତୁ ମୁଁ ସହେି ଲୋକମାନଙ୍କୁ କ ହେ, ଆତ୍ମଶ୍ଲାଘା ହୁଅ ନାହିଁ' ଗର୍ବ କର ନାହିଁ।'
ପରମେଶ୍ବର କହନ୍ତି, ମୁଁ ଦୁଷ୍ଟ ଲୋକମାନଙ୍କର ଶକ୍ତିସବୁ ପୋଛି ଦବେି ଏବଂ ଧାର୍ମିକ ଲୋକମାନଙ୍କର ଶକ୍ତି ଉଚ୍ଚ କରିବି।
ହେ ପରମେଶ୍ବର, ଏହା ଆଉ କେତେ ଦିନ ପର୍ୟ୍ଯନ୍ତ ୟିବ ? ତୁମ୍ଭେ କ'ଣ ଚିରକାଳ ଆମ୍ଭମାନଙ୍କ ଉପରେ କୋର୍ଧ କରିଥିବ ? ତୁମ୍ଭର ଅନ୍ତର କଗ୍ଦଣ ଜ୍ବାଳା ଅଗ୍ନିପରି ସର୍ବଦା ଜଳିବ ?
ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରମେ କରିବା ଏବଂ ତାଙ୍କୁ ବିଜଯୀ କରିବା।
ହେ ସଦାପ୍ରଭୁ, ଏହିପରି କେତେ ଦିନ ଚାଲିବ ? ତୁମ୍ଭେ କ'ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚଇେ ରହିବ ? ତୁମ୍ଭର କୋର୍ଧ କ'ଣ ଚିରକାଳ ଅଗ୍ନି ତୁଲ୍ଯ ଜଳିବ ?
ଏହା ଗୋଟିଏ ଜାଗା ଯେଉଁଠାରେ କି ଆମ୍ଭେ ଦାଉଦଙ୍କର ପରିବାରକୁ ଶକ୍ତିଶାଳୀ କରିବା। ଆମ୍ଭେ ଆପଣା ବଚ୍ଛାୟାଇଥିବା ରାଜାଙ୍କ ପ୍ରଦୀପ ଜଳିବାକୁ କବେେ ହେଲେ ନିବୃତ୍ତ କରିବା ନାହିଁ।
ଶକ୍ତିଶାଳୀ ମାନବ ଶୁଷ୍କ କାଠି ସଦୃଶ ହବେେ ଏବଂ ସମାନଙ୍କେର କର୍ମ ଅଗ୍ନିକଣା ସଦୃଶ ହବେ। ସହେି ବଳବାନ୍ ଲୋକମାନେ ଓ ସମାନଙ୍କେର କର୍ମ ସବୁ ଅଗ୍ନି ରେ ପୋଡ଼ି ଦବେେ। ସହେି ଅଗ୍ନିକୁ କହେି ନିର୍ବାପିତ କରିପାରିବେ ନାହିଁ।
ତେଣୁ ସଦାପ୍ରଭୁ ତାଙ୍କର କୋରଧ ପ୍ରଚଣ୍ଡତା ଓ ୟୁଦ୍ଧର ପ୍ରବଳତା ସମାନଙ୍କେ ଉପ ରେ ଢ଼ାଳି ଦେଲେ। ଫଳ ରେ ତା'ର ଚତୁର୍ଦ୍ଦିଗ ରେ ଅଗ୍ନି ଜଳି ଉଠିଲା। ସେ କିନ୍ତୁ ଏସବୁ ଜାଣି ପାରିଲା ନାହିଁ। ଅଗ୍ନି ରେ ଦଗ୍ଧିଭୂତ ହେଲା। ଏହା କାହିଁକି ଘଟିଲା ତଥାପି ସେ ମନୋୟୋଗ କଲା ନାହିଁ।
ହେ ଯିହୁଦା ଓ ୟିରୁଶାଲମର ନିବାସୀଗଣ, ତୁମ୍ଭମାନେେ ସଦାପ୍ରଭୁଙ୍କ ପାଇଁ ନିଜକୁ ସୁନ୍ନତ କର। ତୁମ୍ଭମାନଙ୍କର ହୃଦଯରୁ ଆବିଳତାକୁ ଦୂର କର। ତା' ନ ହେଲେ ତୁମ୍ଭମାନଙ୍କର ଦୁଷ୍କର୍ମ ଯୋଗୁଁ ଆମ୍ଭର କୋରଧ ଅଗ୍ନିତୁଲ୍ଯ ପ୍ରଜ୍ବଳିତ ହବେ। ଓ ସହେି କୋର୍ଧାଗ୍ନି ରେ ତୁମ୍ଭମାନେେ ଭସ୍ମୀଭୂତ ହବେ। କହେି ତାହାକୁ ଲିଭାଇ ପାରିବା ପାଇଁ ସକ୍ଷମ ହବେ ନାହିଁ।
ତେଣୁ ସଦାପ୍ରଭୁ କହନ୍ତି, ଦେଖ, ଏକ ସ୍ଥାନ ଉପ ରେ, ମନୁଷ୍ଯ, ପଶୁ, କ୍ଷେତ୍ରସ୍ଥିତ ବୃକ୍ଷ ଓ ଭୂମିର ଫଳ ଉପ ରେ ଆମ୍ଭର କୋପ ଓ କୋର୍ଧ ଢ଼ଳାୟିବ। ତାହା ଅଗ୍ନି ସଦୃଶ ସବୁ ଦଗ୍ଧ କରିବ, ତାକୁ କହେି ଲିଭାଇ ପାରିବେ ନାହିଁ।