ତେଣୁ ସେ ତାଙ୍କର ୈସନ୍ଯମାନଙ୍କୁ ନଇେ ସମାନଙ୍କେୁ ତିନି ଦଳ ରେ ବିଭକ୍ତ କଲେ। ସମାନେେ କ୍ଷତେ ରେ ନିଜକକ୍ସ୍ଟ ଲକ୍ସ୍ଟଗ୍ଭଇ ରଖିଲେ ଏବଂ ଯେତବେେଳେ ସମାନେେ ଲୋକମାନଙ୍କୁ ସହରରକ୍ସ୍ଟ ବାହାରି ଆସକ୍ସ୍ଟଥିବାର ଦେଖିଲେ, ସମାନଙ୍କେୁ ଆକ୍ରମଣ କଲେ।
Cross references
ତା' ପରଦିନ ପ୍ରଭାତ ରେ ଶାଉଲ ତାଙ୍କ ସୈନ୍ଯମାନଙ୍କୁ ତିନିଭାଗ କରି ସୂର୍ େଯ୍ଯାଦଯ ସମୟରେ ଅେମ୍ମାନୀୟ ଶିବିର ରେ ଆତର୍କିତ ଆକ୍ରମଣ କଲେ। ସମାନେେ ସମାନଙ୍କେର ପ୍ରହରୀସବୁ ପରବର୍ତ୍ତନ କରୁଥିଲେ ତେଣୁ ପୂର୍ବାହ୍ନ ପୂର୍ବରକ୍ସ୍ଟ ଶାଉଲ ଏବଂ ତାଙ୍କ ସୈନ୍ଯ ତାଙ୍କୁ ପରାସ୍ତ କଲେ ଅମ୍ମାନେୀୟମାନେ ବିଭିନ୍ନ ଆଡେ ଦୌଡି ପଳାଇଲେ। ସୈନ୍ଯମାନେ ଏପରି ପଳାଯନ କଲେ ଯେ, ଦକ୍ସ୍ଟଇଟି ସୈନ୍ଯ ଏକତ୍ରୀତ ହାଇେ ପାରିଲେ ନାହିଁ।
ଦାଉଦ ତାଙ୍କର ଲୋକମାନଙ୍କୁ ମାଟେ ତିନି ଭାଗ ରେ ବିଭକ୍ତ କଲେ। ଯୋୟାବ ଦାଉଦଙ୍କର ଏକ ତୃତୀଯାଂଶ ଲୋକମାନଙ୍କ ଉପରେ ନିୟକ୍ସ୍ଟକ୍ତି ହେଲେ। ଅନ୍ୟ ଏକ ତୃତୀଯାଂଶ ଯୋୟାବର ଭାଇ ସରକ୍ସ୍ଟଯାର ପକ୍ସ୍ଟତ୍ର ଅବୀଶଯର ଆଦେଶର ଅଧିନ ରେ ରହିଲା ଏବଂ ଅବଶିଷ୍ଟ ଏକ ତୃତୀଯାଂଶ ଗାଥର ଇତ୍ତଯ ଆଦେଶର ଅଧିନ ରେ ଥିଲେ।