Home Bibles ବିଚାରକର୍ତାମାନଙ୍କ ବିବରଣ 9:41 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 9:41 · ଓଡ଼ିଆ ବାଇବେଲ

ଏହାପରେ ଅବୀମଲେକ୍ ଅରକ୍ସ୍ଟମା ରେ ରହିଲେ। ତା'ପରେ ସବୂଲ୍ ଗାଲ୍କକ୍ସ୍ଟ ଓ ତା'ର ଭାତୃଗଣକକ୍ସ୍ଟ ତଡି ଦଲୋ। ସେ ସମାନଙ୍କେୁ ଶିଖିମ ରେ ବାସ କରିବାକୁ ଅନକ୍ସ୍ଟମତି ଦଲୋ ନାହିଁ।

Cross references

ବିଚାରକର୍ତାମାନଙ୍କ ବିବରଣ 9:28

ଏଥି ରେ ଏବଦର ପକ୍ସ୍ଟତ୍ର ଗାଲ୍ କହିଲା, ଆମ୍ଭେ ହେଉଛକ୍ସ୍ଟ ଶିଖିମ ନିବାସୀ, ଆମ୍ଭେ କାହିଁକି ଅବୀମଲକେକକ୍ସ୍ଟ ମାନିବକ୍ସ୍ଟ? ସେ କିଏ? ଆମେ କାହିଁକି ତାକକ୍ସ୍ଟ ମାନିବା? ଏହା ସତ୍ଯ ଅବୀମଲେକ୍ ହଇେଛି ୟିରକ୍ସ୍ଟଦ୍ଦାଲ୍ର ପକ୍ସ୍ଟତ୍ର, ନକ୍ସ୍ଟ ହେଁ କି? ଏବଂ ଅବୀମଲେକ୍ ସବୂଲୂକକ୍ସ୍ଟ ତା'ର ଅଧିକାରୀ କଲା, ନକ୍ସ୍ଟ ହେଁ କି? ଆମ୍ଭେ ଶିଖିମର ପିତା ହ ମାରେର ଲୋକମାନଙ୍କର ସବୋ କରିବା ଉଚିତ୍। କିନ୍ତୁ ଆମ୍ଭେ କାହିଁକି ଅବୀମଲକରେ ସବୋ କରିବକ୍ସ୍ଟ?

ବିଚାରକର୍ତାମାନଙ୍କ ବିବରଣ 9:30

ସବୂଲ୍ ଥିଲା ଶିଖମ୍ ନଗରର ନେତା। ସବୂଲ୍ ଜାଣିବାକକ୍ସ୍ଟ ପାଇଲା ଯେ, ଏବଦର ପକ୍ସ୍ଟତ୍ର ଗାଲ ଯାହା କହିଥିଲା ଏବଂ ଏକଥା ରେ ସେ କୋର୍ଧାନ୍ବିତ ହେଲା।

Interlinear

Choose Theme