ବିଚାରକର୍ତାମାନଙ୍କ ବିବରଣ 8:14 · ଓଡ଼ିଆ ବାଇବେଲ
ତା'ପରେ ସେ ସୁକ୍କୋତ ସହରର ଜଣେ ୟକ୍ସ୍ଟବକକକ୍ସ୍ଟ ଅକ୍ତିଆର କଲେ ଓ ତାକକ୍ସ୍ଟ କେତକେ ପ୍ରଶ୍ନ ପଚାରିଲେ। ସହେି ସୁକ୍କୋତର ୟକ୍ସ୍ଟବକ ସୁକ୍କୋତ ସହରର ସତସ୍ତରି ଜଣ ନତେୃବର୍ଗଙ୍କର ନାମ ଲେଖିଲେ।
Cross references
ବିଚାରକର୍ତାମାନଙ୍କ ବିବରଣ 1:24
ଯେତବେେଳେ ଅନକ୍ସ୍ଟଚରମାନେ ଦେଖିଲେ କହେି ଜଣେ ନଗରରକ୍ସ୍ଟ ବାହାରକକ୍ସ୍ଟ ଆସକ୍ସ୍ଟଛି ସହେି ଅନକ୍ସ୍ଟଚରମାନେ ସହେି ଲୋକକୁ କହିଲେ, ଆମ୍ଭମାନଙ୍କୁ ଗକ୍ସ୍ଟଲ୍ଗ ପଥ ଦଖାେନ୍ତକ୍ସ୍ଟ ଯେଉଁ ବାଟ ଦଇେ ଆମ୍ଭେ ସହରକକ୍ସ୍ଟ ଆକ୍ରମଣ କରିବକ୍ସ୍ଟ। କିନ୍ତୁ ଯଦି ତୁମ୍ଭେ ଆମ୍ଭକକ୍ସ୍ଟ ସାହାୟ୍ଯ କର, ତବେେ ଆମ୍ଭମାନେେ ତୁମ୍ଭକୁ ମାରିବକ୍ସ୍ଟ ନାହିଁ।
ପ୍ରଥମ ଶାମୁୟେଲ 30:11
ଦାଉଦଙ୍କର ଲୋକମାନେ କ୍ଷତେ ରେ ଜଣେ ମିଶରୀଯକକ୍ସ୍ଟ ପାଇଲେ। ତାଙ୍କୁ ସମାନେେ ଦାଉଦଙ୍କ ନିକଟକକ୍ସ୍ଟ ଆଣିଲେ। ସମାନେେ ତାହାକକ୍ସ୍ଟ ଖାଦ୍ୟ ଓ ପାନୀଯ ଦେଲେ।