Home Bibles ବିଚାରକର୍ତାମାନଙ୍କ ବିବରଣ 6:18 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 6:18 · ଓଡ଼ିଆ ବାଇବେଲ

ମୁ ପ୍ରାର୍ଥନା କରୁଛି ଯେ, ମୁ ଆପଣାର ନବୈେଦ୍ଯ ଆଣି ଆପଣଙ୍କ ସମ୍ମକ୍ସ୍ଟଖ ରେ ନରଖିବା ପର୍ୟ୍ଯନ୍ତ ଏହି ସ୍ଥାନରକ୍ସ୍ଟ ପ୍ରସ୍ଥାନ କରିବ ନାହିଁ।

Cross references

ଆଦି ପୁସ୍ତକ 18:3

ଅବ୍ରହାମ କହିଲେ, ମହାଶୟଗଣ, ଯଦି ତୁମ୍ଭମାନେେ ମାେ ଉପରେ ସନ୍ତୁଷ୍ଟ ଦୟାକରି ତୁମ୍ଭର ଦାସ ନିକଟରେ କିଛି କ୍ଷଣ ରୁହ।

ଆଦି ପୁସ୍ତକ 18:5

ମୁଁ ତୁମ୍ଭକୁ ତୃପ୍ତ କରିବା ପାଇଁ କିଛି ଖାଦ୍ୟ ଦବେି। ତା'ପରେ ତୁମ୍ଭେ ତୁମ୍ଭର ୟାତ୍ରା କରିବ।

ଆଦି ପୁସ୍ତକ 19:3

କିନ୍ତୁ ଲୋଟ ସମାନଙ୍କେୁ ତାଙ୍କର ଗୃହକୁ ୟିବା ପାଇଁ ବାରମ୍ବାର ଅନୁ ରୋଧ କଲେ। ତେଣୁ ସ୍ବର୍ଗଦୂତଗଣ ତାଙ୍କ ଗୃହକୁ ୟିବା ପାଇଁ ରାଜି ହେଲେ। ଲୋଟ ସମାନଙ୍କେୁ କିଛି ଦ୍ରାକ୍ଷାରସ ପିଇବାକୁ ଦେଲେ। ଲୋଟ ସମାନଙ୍କେ ପାଇଁ କିଛି ଖମୀର ଶୂନ୍ଯ ରୋଟୀ ପ୍ରସ୍ତୁତ କଲେ ଓ ସମାନେେ ତାହା ଗ୍ରହଣ କଲେ।

ବିଚାରକର୍ତାମାନଙ୍କ ବିବରଣ 13:15

ଏହାପରେ ମ ନୋହ ସଦାପ୍ରଭୁଙ୍କ ଦୂତଙ୍କକ୍ସ୍ଟ କହିଲେ, ବିନଯ କରୁଅଛକ୍ସ୍ଟ, ଆପଣ ଆମ୍ଭ ସହିତ କିଛି ସମୟ ରହନ୍ତକ୍ସ୍ଟ। ଆମ୍ଭେ ଆପଣଙ୍କ ପାଇଁ ଏକ ୟକ୍ସ୍ଟବାଛଳେି ପ୍ରସ୍ତକ୍ସ୍ଟତ କରିବକ୍ସ୍ଟ।

Interlinear

Choose Theme