Home Bibles ବିଚାରକର୍ତାମାନଙ୍କ ବିବରଣ 4:23 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 4:23 · ଓଡ଼ିଆ ବାଇବେଲ

ସହେିଦିନ, ପରମେଶ୍ବର ଇଶ୍ରାୟେଲ ଲୋକମାନଙ୍କ ଆଗ ରେ କିଣାନୀଯ ରାଜା ୟାବୀନକକ୍ସ୍ଟ ପରାସ୍ତ କଲେ।

Cross references

ପ୍ରଥମ ବଂଶାବଳୀ 22:18

ଦାଉଦ ଏହି ଲୋକମାନଙ୍କୁ କହିଲେ, ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କର ସହିତ ରେ ଅଛନ୍ତି। ସେ ତୁମ୍ଭକୁ ଶାନ୍ତିର ଏକ ସମୟ ପ୍ରଦାନ କରିଅଛନ୍ତି। ଆମ୍ଭମାନଙ୍କର ଚତୁର୍ଦ୍ଦିଗ ରେ ବାସ କରୁଥିବା ଲୋକମାନଙ୍କୁ ପରାସ୍ତ କରିବା ନିମନ୍ତେ ସଦାପ୍ରଭୁ ଓ ତାଙ୍କର ଲୋକମାନଙ୍କର ଅଧୀନସ୍ଥ ହାଇେଅଛି।

ନିହିମିୟା 9:24

ଏହିପରି ସହେି ସନ୍ତାନଗଣ ଦେଶ ରେ ପଶି ଅଧିକାର କଲେ। ଆଉ ତୁମ୍ଭେ ସମାନଙ୍କେ ସମ୍ମୁଖ ରେ ସହେି ଦେଶବାସୀ କିଣାନୀଯମାନଙ୍କୁ ପରାସ୍ତ କଲ। ସମାନେେ ଯେପରି ନିଜ ଇଛାମତେ ବ୍ଯବହାର କରିବେ। ଏଥିପାଇଁ ସମାନଙ୍କେୁ ଓ ସମାନଙ୍କେ ରାଜଗଣଙ୍କୁ ଓ ଦେଶସ୍ଥ ନାନା ଗୋଷ୍ଠୀକୁ ସମାନଙ୍କେ ହସ୍ତ ରେ ସମର୍ପଣ କଲ।

ଗୀତସଂହିତା 18:39

ହେ ପରମେଶ୍ବର, ତୁମ୍ଭେ ମାେତେ ୟୁଦ୍ଧ କ୍ଷେତ୍ରରେ ବଳଶାଳୀ କରିଛ। ତୁମ୍ଭେ ମାରେ ଶତ୍ରୁମାନଙ୍କୁ ମାେ ନିକଟରେ ପକାଇ ଦଇେଛ।

ଗୀତସଂହିତା 18:47

ପରମେଶ୍ବର ମାେ ପାଇଁ ମାରେ ଶତ୍ରୁମାନଙ୍କୁ ଦଣ୍ଡ ଦିଅନ୍ତି। ସେ ଲୋକମାନଙ୍କୁ ମାରେ ନିଯନ୍ତ୍ରଣରେ ରଖନ୍ତି।

ଗୀତସଂହିତା 47:3

ସେ ଆମ୍ଭଙ୍କୁ ଅନ୍ୟ ଲୋକମାନଙ୍କୁ ପରାଜିତ କରିବାକୁ ସାହାୟ୍ଯ କରନ୍ତି। ସେ ସହେି ରାଜାମାନଙ୍କ ଉପରେ ଆମ୍ଭଙ୍କୁ ଶକ୍ତି ପ୍ରଦାନ କରନ୍ତି।

ଗୀତସଂହିତା 81:14

ତବେେ, ଆମ୍ଭେ ସମାନଙ୍କେର ଶତ୍ରୁମାନଙ୍କୁ ପରାସ୍ତ କରିବା। ଆମ୍ଭେ ସମାନଙ୍କେର ଶତ୍ରୁଗଣକୁ ଦଣ୍ଡିତ କରିବା।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 15:28

ସମସ୍ତ ଖ୍ରୀଷ୍ଟଙ୍କ ବଶୀଭୂତ ହେଲା ଉତ୍ତା ରେ ତାଙ୍କ ପୁତ୍ର ଖ୍ରୀଷ୍ଟ ମଧ୍ଯ ପରମେଶ୍ବରଙ୍କ ବଶୀଭୂତ ହବେେ। ଯେଉଁ ପରମେଶ୍ବର ପ୍ରେତ୍ୟକକ ବିଷୟକୁ ଖ୍ରୀଷ୍ଟଙ୍କ ବଶୀଭୂତ କଲେ, ସହେି ଖ୍ରୀଷ୍ଟ ପରମେଶ୍ବରଙ୍କ ବଶୀଭୂତ ହବେେ ଓ ଏହିଭଳି ପ୍ରେତ୍ୟକକ ବିଷୟ ଉପରେ ପରମେଶ୍ବର ଶାସନ ପ୍ରତିଷ୍ଠିତ କରିବେ।

ଏବ୍ରୀ 11:33

ସେ ସମସ୍ତଙ୍କର ବହୁତ ଅଧିକ ବିଶ୍ବାସ ଥିଲା। ସହେି ବିଶ୍ବାସ ବଳ ରେ ସମାନେେ ସାମ୍ରାଜ୍ଯଗୁଡ଼ିକୁ ପରାସ୍ତ କରିଥିଲେ। ସମାନେ ସମସ୍ତେ ଧାର୍ମିକ କାର୍ୟ୍ଯ କଲେ, ପରମେଶ୍ବରଙ୍କ ପ୍ରତିଜ୍ଞାର ବିଷୟଗୁଡ଼ିକ ପାଇଲେ। ସମାନେେ ନିଜ ବିଶ୍ବାସ ଦ୍ବାରା ସିଂହମାନଙ୍କର ମୁହଁ ବନ୍ଦ କଲେ।

Interlinear

Choose Theme