Home Bibles ବିଚାରକର୍ତାମାନଙ୍କ ବିବରଣ 3:6 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 3:6 · ଓଡ଼ିଆ ବାଇବେଲ

ଇଶ୍ରାୟେଲୀୟ ସହେି ଲୋକମାନଙ୍କର ଝିଅମାନଙ୍କୁ ବିବାହ କରିବାକୁ ଆରମ୍ଭ କଲେ। ସମାନେେ ସମାନଙ୍କେର ଝିଅମାନଙ୍କୁ ସହେି ଲୋକମାନଙ୍କର ପକ୍ସ୍ଟଅମାନଙ୍କ ସହିତ ବିବାହ କରିବାକୁ ଅନକ୍ସ୍ଟମତି ଦେଲେ। ଏହା ବ୍ଯତିତ ଇଶ୍ରାୟେଲୀତ ସହେି ଲୋକମାନଙ୍କର ଦବେତାଗଣକକ୍ସ୍ଟ ପୂଜା କଲେ।

Cross references

ଯାତ୍ରା ପୁସ୍ତକ 34:16

ତୁମ୍ଭମାନେେ ସମାନଙ୍କେର କନ୍ଯାମାନଙ୍କୁ ଗ୍ରହଣ କରିପାର। ତୁମ୍ଭମାନଙ୍କର ପୁତ୍ରମାନଙ୍କ ପାଇଁ, ତାଙ୍କର କନ୍ଯାଗଣ ସମାନଙ୍କେର ଦବଗେଣମାନଙ୍କର ଅନୁଗାମୀ ହାଇେଥିବେ। ସମାନେେ ତୁମ୍ଭମାନଙ୍କୁ ବା ତୁମ୍ଭର ପୁତ୍ରମାନଙ୍କୁ ତାଙ୍କ ଦବେତାମାନଙ୍କର ଅନୁଗାମୀ କରାଇ ପାରନ୍ତି।

ଦିତୀୟ ବିବରଣ 7:3

ତୁମ୍ଭମାନେେ ସମାନଙ୍କେ ବିବାହ ସମ୍ବନ୍ଧ ରଖିବ ନାହିଁ। ତୁମ୍ଭମାନେେ ସମାନଙ୍କେ ପକ୍ସ୍ଟତ୍ରମାନଙ୍କ ସହିତ ଆପଣା କନ୍ଯାମାନଙ୍କୁ ବିବାହ ଦବନୋହିଁ। କିଅବା ଆପଣା ପକ୍ସ୍ଟତ୍ରମାନଙ୍କୁ ସମାନଙ୍କେ କନ୍ଯାମାନଙ୍କ ସହିତ ବିବାହ ଦବେ ନାହିଁ।

ପ୍ରଥମ ରାଜାବଳୀ 11:1

ଶ ଲୋମନ ବହୁ ରମଣୀଙ୍କୁ ପ୍ ରମେ କଲେ, ସମାନେେ ଇଶ୍ରାୟେଲ ଦେଶରୁ ନଥିଲେ। ସେ ରାଜା ଫାରୋର କନ୍ଯା ବ୍ଯତୀତ ହିତ୍ତୀଯ, ମାୟୋବୀଯ, ଅେମ୍ମାନୀୟ, ଇଦୋମୀଯ ଓ ସୀଦୋନୀଯ ସ୍ତ୍ରୀମାନଙ୍କୁ ଭଲ ପାଇଲେ।

ପ୍ରଥମ ରାଜାବଳୀ 11:3

ଶଲୋମନଙ୍କର 700 ରାଜପତ୍ନୀ ଥିଲେ। ଏହି ସ୍ତ୍ରୀମାନେ ଅନ୍ୟ ଦେଶର ଅଧ୍ଯକ୍ଷମାନଙ୍କର କନ୍ଯା ଥିଲେ। ଆଉ ତାଙ୍କର 300 ଉପପତ୍ନୀ ଥିଲେ। ତାଙ୍କର ପତ୍ନୀମାନେ ତାଙ୍କୁ ବିପଥଗାମୀ କରାଇଲେ।

ଏଜ୍ରା 9:11

ହେ ପରମେଶ୍ବର, ତୁମ୍ଭେ ଆପଣା ଦାସ ଭବିଷ୍ଯଦ୍ବକ୍ତାଗଣ ଦ୍ବାରା ଆଜ୍ଞାକରି କହିଥିଲ, ତୁମ୍ଭମାନେେ ଯେଉଁ ଦେଶ ଅଧିକାର କରିବାକୁ ଯାଉଅଛ। ତାହା ଅନ୍ୟ ଦେଶ ଗୋଷ୍ଠୀଯମାନଙ୍କ ଅଶୌଚ ଦ୍ବାରା ଅଶୁଚି ଦେଶ ହାଇେଅଛି। ସମାନଙ୍କେର ଘୃଣାୟୋଗ୍ଯ କର୍ମ ଦେଶକୁ ଏକ ସୀମାରୁ ଅନ୍ୟ ସୀମା ପର୍ୟ୍ଯନ୍ତ ସମାନଙ୍କେ ପାପରେ ପରିପୂର୍ଣ୍ଣ କରିଅଛି।

ନିହିମିୟା 13:23

ସହେି ସମୟରେ ଯେଉଁ ୟିହୁଦୀଯମାନେ ଅସଦୋଦ୍, ଅମ୍ମାନେ ଓ ମାୟୋବ ଦେଶୀଯ ସ୍ତ୍ରୀମାନଙ୍କୁ ବିବାହ କରିଥିଲେ, ସମାନଙ୍କେୁ ମୁଁ ଦେଖିଲି।

ଯିହିଜିକଲ 16:3

ଏବଂ ସମାନଙ୍କେୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ୟିରୁଶାଲମକୁ ଏହି କଥା କହନ୍ତି, ତୁମ୍ଭର ଉତ୍ପତ୍ତି ଜନ୍ମସ୍ଥାନ କିଣାନୀଯ ଦେଶ ଅଟେ। ତୁମ୍ଭର ପିତା ଇ ମାରେୀଯ ଓ ମାତା ଜଣେ ହିତ୍ତୀଯା ଥିଲେ।

Interlinear

Choose Theme