ବିଚାରକର୍ତାମାନଙ୍କ ବିବରଣ 3:29 · ଓଡ଼ିଆ ବାଇବେଲ
ଇଶ୍ରାୟେଲର ଲୋକମାନେ ମାୟୋବର 10,000 ସାହାସୀ ଓ ବଳବାନ୍ ଯୋଦ୍ଧାମାନଙ୍କୁ ହତ୍ଯା କଲେ। କୌଣସି ଗୋଟିଏ ହେଲେ ମାୟୋବର ଲୋକଙ୍କକ୍ସ୍ଟ ପଳାଇ ୟିବାକକ୍ସ୍ଟ ସମାନେେ ଦେଲେ ନାହିଁ।
Cross references
ଦିତୀୟ ବିବରଣ 32:15
କିନ୍ତୁ ୟିଶକ୍ସ୍ଟରକ୍ସ୍ଟଣ ହୃଷ୍ଟପକ୍ସ୍ଟଷ୍ଟ ହେଲା ଓ ପଦାଘାତ କଲ। ତୁମ୍ଭକୁ ଭଲ ଭାବରେ ଖକ୍ସ୍ଟଆଇଲେ ଏବଂ ତୁମ୍ଭେ ମାଟୋ ହାଇେଅଛ। ତେଣୁ ସେ ଆପଣା ସୃଷ୍ଟିକର୍ତ୍ତା ସଦାପ୍ରଭୁଙ୍କୁ ତ୍ଯାଗ କଲା। ଏବଂ ଶୈଳ ପ୍ରତି ମନ୍ଦ କର୍ମ କଲା ୟିଏ କି ତାଙ୍କୁ ରକ୍ଷା କଲେ।
ବିଚାରକର୍ତାମାନଙ୍କ ବିବରଣ 3:17
ତେଣୁ ସେ ମାୟୋବୀଯ ରାଜା ଇଗ୍ଲୋନ୍ ନିକଟକକ୍ସ୍ଟ ସହେି ଉପହାର ନେଲେ। ଇଗ୍ଲୋନ୍ ବଡ ମାଟେ ଲୋକ ଥିଲେ।
ଆୟୁବ ପୁସ୍ତକ 15:27
ଜଣେ ବ୍ଯକ୍ତି ଧନୀ ଓ ମଦେ ବହୁଳ ହାଇପୋ ରେ।
ଗୀତସଂହିତା 17:10
ସହେି ଦୁଷ୍ଟ ଲୋକମାନେ ଅତ୍ଯନ୍ତ ଅହଂକାର ବଶତଃ ପରମେଶ୍ବରଙ୍କ କଥା ଶୁଣନ୍ତି ନାହିଁ। ସମାନେେ କବଳେ ନିଜ ବିଷଯ ଚିନ୍ତା କରନ୍ତି।