Home Bibles ବିଚାରକର୍ତାମାନଙ୍କ ବିବରଣ 21:6 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 21:6 · ଓଡ଼ିଆ ବାଇବେଲ

ଇଶ୍ରାୟେଲର ଲୋକମାନେ ବିନ୍ଯାମୀନର ସଐର୍କୀଯମାନଙ୍କ ପାଇଁ ଦକ୍ସ୍ଟଃଖ କଲେ, ବିନ୍ଯାମୀନର ଲୋକମାନେ କହିଲେ, ଆଜି ଇଶ୍ରାୟେଲ ମଧ୍ଯରକ୍ସ୍ଟ ଗୋଟିଏ ପରିବାରବର୍ଗ ଉଚ୍ଛନ୍ନ ହେଲା।

Cross references

ବିଚାରକର୍ତାମାନଙ୍କ ବିବରଣ 11:35

ଯେତବେେଳେ ୟିଲ୍ଗହ ଦେଖିଲେ ତାଙ୍କର କନ୍ଯା ଯେ କି ପ୍ରଥମେ ଗୃହରକ୍ସ୍ଟ ବାହାର ହାଇେ ତାଙ୍କୁ ଦଖାେ ଦେଲେ। ସେ ତାଙ୍କ ନିଜର ପିନ୍ଧାବସ୍ତ୍ର ଚିରି ଦେଲେ ଓ କହିଲେ, ହେ ମାରେ କନ୍ଯା! ତୁମ୍ଭେ ମାେତେ ଧ୍ବଂସ କରିଦଲେ। ତୁମ୍ଭେ ମାରେ ଦକ୍ସ୍ଟଃଖର କାରଣ ହେଲ, କାରଣ ମୁ ସଦାପ୍ରଭୁଙ୍କ ଉଦ୍ଦେଶ୍ଯ ରେ ଆପଣା ମକ୍ସ୍ଟଖ ରେ ପ୍ରତିଜ୍ଞା କରିଛି ଏବଂ ମୁ ପ୍ରତିଜ୍ଞା ଫରୋଇ ନଇେପାରିବି ନାହିଁ।

ବିଚାରକର୍ତାମାନଙ୍କ ବିବରଣ 20:23

ସଦାପ୍ରଭୁ ସେମାନଙ୍କୁ କହିଲେ, “ସେମାନଙ୍କ ବିରୁଦ୍ଧରେ ଯାଅ।” ଏହିପରି ଇସ୍ରାଏଲମାନେ ଉତ୍ସାହିତ ହେଲେ ଏବଂ ବିନ୍ୟାମୀନ ଲୋକମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ, ଯେପରି ସେମାନେ ପ୍ରଥମ ଦିନରେ କରିଥିଲେ।

ବିଚାରକର୍ତାମାନଙ୍କ ବିବରଣ 21:15

ଲୋକମାନେ ବିନ୍ଯାମୀନର ପରିବାରବର୍ଗର ଲୋକମାନଙ୍କ ପାଇଁ ଦକ୍ସ୍ଟଃଖ ଅନକ୍ସ୍ଟଭବ କଲେ, କାରଣ ସଦାପ୍ରଭୁ ଇଶ୍ରାୟେଲ ରେ ଅନ୍ୟ ପରିବାରବର୍ଗଠାରକ୍ସ୍ଟ ସମାନଙ୍କେୁ ଅଲଗା କଲେ।

ଦିତୀୟ ଶାମୁୟେଲ 2:26

ଅବ୍ନର ଯୋୟାବକକ୍ସ୍ଟ ଡାକି କହିଲେ, ଆମ୍ଭେ ନିଶ୍ଚିତ ୟକ୍ସ୍ଟଦ୍ଧ କରୁଥିବା ଓ ପରସ୍ପରକକ୍ସ୍ଟ ଚିରଦିନ ହତ୍ଯା କରୁଥିବା କି? ତୁମ୍ଭେ ନିଶ୍ଚିତ ରେ ଜାଣ ଯେ, ଏହା ଦକ୍ସ୍ଟଃଖଦ ପୂର୍ଣ୍ଣ ଶଷେ ହବେ। ତୁମ୍ଭମାନଙ୍କର ଲୋକମାନଙ୍କୁ କକ୍ସ୍ଟହ ସମାନଙ୍କେର ଭାଇମାନଙ୍କ ପଛ ରେ ନ ଗୋଡ଼ାଇବା ପାଇଁ।

ହୋଶେୟ 11:8

ଇଫ୍ରଯିମ, ଆମ୍ଭେ ତୁମ୍ଭକୁ ପରିତ୍ଯାଗ କରିବାକୁ ଗ୍ଭହୁଁ ନାହୁଁ। ଇଶ୍ରାୟେଲ, ଆମ୍ଭେ ତୁମ୍ଭର ସୁରକ୍ଷା ଗ୍ଭହୁଁ। ଅଦ୍ମାର ଓ ସବୋଯିମ୍ ପରି ତୁମ୍ଭକୁ ହବୋକୁ ଆମ୍ଭେ ଗ୍ଭହୁଁ ନାହୁଁ। ଆମ୍ଭର ମନକୁ ପରିବର୍ତ୍ତନ କରିଛୁ। ଆମ୍ଭର ପ୍ ରମେ ତୁମ୍ଭ ପାଇଁ ଅତି ଶକ୍ତିଶାଳୀ ଅଟେ।

ଲୂକଲିଖିତ ସୁସମାଚାର 19:41

ଯୀଶୁ ୟିରୁଶାଲମ ପାଖ ରେ ପହନ୍ଚିଲେ। ଯୀଶୁ ୟିରୁଶାଲମ ନଗରକୁ ଦେଖି ତା'ପାଇଁ କାନ୍ଦି ପକାଇଲେ।

Interlinear

Choose Theme