ବିଚାରକର୍ତାମାନଙ୍କ ବିବରଣ 21:23 · ଓଡ଼ିଆ ବାଇବେଲ
ଏଣୁ ଏହା ଅନକ୍ସ୍ଟସା ରେ ବିନ୍ଯାମୀନୀଯ ପରିବାରବର୍ଗର ଲୋକମାନେ କଲେ। ଯେତବେେଳେ ୟକ୍ସ୍ଟବତୀମାନେ ନିଚକ୍ସ୍ଟଥିଲେ, ପ୍ରେତ୍ୟକକ ଲୋକ ମାନେ ଜଣେ ଜଣେ ୟକ୍ସ୍ଟବତୀମାନଙ୍କୁ ଧରିଲେ, ସମାନଙ୍କେୁ ନଇଗେଲେ ଏବଂ ବିବାହ କଲେ। ତା'ପରେ ସମାନେେ ସମାନଙ୍କେର ଦେଶକକ୍ସ୍ଟ ଫରେି ଆସିଲେ। ବିନ୍ଯାମୀନୀଯ ଲୋକମାନେ ପକ୍ସ୍ଟନ୍ନରାଯ ସମାନଙ୍କେର ନଗର ନିର୍ମାଣ କଲେ ଓ ସଠାେରେ ବାସ କରିବାକୁ ଆରମ୍ଭ କଲେ।
Cross references
ବିଚାରକର୍ତାମାନଙ୍କ ବିବରଣ 20:48
ଇଶ୍ରାୟେଲର ସୈନ୍ଯମାନେ ବିନ୍ଯାମୀନର ଦେଶକକ୍ସ୍ଟ ଫରେିଗଲେ। ସମାନେେ ପ୍ରେତ୍ୟକକ ସହରର ପ୍ରେତ୍ୟକକ ଲୋକମାନଙ୍କୁ ହତ୍ଯା କଲେ, ଯେଉଁମାନଙ୍କୁ ସମାନେେ ଭଟେିଲେ। ସମାନେେ ପଶକ୍ସ୍ଟମାନଙ୍କୁ ହତ୍ଯା କଲେ ଓ ସମାନଙ୍କେର ସମ୍ମକ୍ସ୍ଟଖ ରେ ଯାହା ପଡିଲା ସଗେୁଡିକୁ ସମାନେେ ଧ୍ବଂସ କଲେ। ପକ୍ସ୍ଟଣି ସମାନେେ ଯେଉଁ ସହର ରେ ପ୍ରବେଶ କଲେ ତାକକ୍ସ୍ଟ ଅଗ୍ନି ରେ ପୋଡି଼ ପକାଇଲେ।