Home Bibles ବିଚାରକର୍ତାମାନଙ୍କ ବିବରଣ 21:11 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 21:11 · ଓଡ଼ିଆ ବାଇବେଲ

ତୁମ୍ଭେ ନିଶ୍ଚିତ ଏହିପରି କରିବ! ତୁମ୍ଭମାନେେ ନିଶ୍ଚିତ ୟାବେଶ ଗିଲିଯାଦର ସମସ୍ତ ପୁରୁଷମାନଙ୍କୁ ହତ୍ଯା କରିବ ଏବଂ ପୁରୁଷ ସହିତ ସହବାସ କରିଥିବା ପ୍ରେତ୍ୟକକ ସ୍ତ୍ରୀକକ୍ସ୍ଟ ହତ୍ଯା କରିବ। ଯେଉଁ ସ୍ତ୍ରୀ ଲୋକମାନଙ୍କର କୌଣସି ୟୌନ ସଐର୍କ ନ ଥିବ ସମାନଙ୍କେୁ ହତ୍ଯାକର ନାହିଁ। ତେଣୁ ସହେି ସୈନ୍ଯମାନେ ଠିକ୍ ସହେିପରି କରିଥିଲେ।

Cross references

ଗଣନା ପୁସ୍ତକ 31:17

ଏଣୁ ତୁମ୍ଭମାନେେ ବନ୍ଦୀମାନଙ୍କ ମଧ୍ଯରୁ ସମସ୍ତ ପୁରୁଷ ପିଲାମାନଙ୍କୁ ହତ୍ଯା କର। ପୁଣି ଯେଉଁ ସ୍ତ୍ରୀ ଲୋକମାନେ ପୁରୁଷଙ୍କ ସହିତ ୟୌନ ସଂପର୍କ ରଖିଛନ୍ତି, ସମାନଙ୍କେୁ ହତ୍ଯା କର।

ଦିତୀୟ ବିବରଣ 2:34

ସେ ସମୟରେ ରାଜା ସୀହାନଙ୍କେର ସମସ୍ତ ସହର ଓ ସମସ୍ତ ନଗରମାନଙ୍କୁ ହସ୍ତଗତ କଲକ୍ସ୍ଟ ଏବଂ ନଗରବାସୀ ସ୍ତ୍ରୀ ଓ ବାଳକ ସମତେ ସମସ୍ତ ଲୋକମାନଙ୍କୁ ବଧ କଲକ୍ସ୍ଟ। କାହାରିକକ୍ସ୍ଟ ଜୀବିତ ରଖିଲକ୍ସ୍ଟ ନାହିଁ।

Interlinear

Choose Theme