Home Bibles ବିଚାରକର୍ତାମାନଙ୍କ ବିବରଣ 20:8 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 20:8 · ଓଡ଼ିଆ ବାଇବେଲ

ଏହାପରେ ଜଣେ ଲୋକ ପରି ସମସ୍ତ ଲୋକ ଏକା ସମୟରେ ଉଠି ପଡିଲେ ଓ କହିଲେ, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ଗୃହକକ୍ସ୍ଟ ୟିବା ନାହିଁ। କହେି କାହାର ସ୍ବଗୃହକକ୍ସ୍ଟ ଫରେିବା ନାହିଁ।

Cross references

ବିଚାରକର୍ତାମାନଙ୍କ ବିବରଣ 20:1

ଏଣୁ ଇଶ୍ରାୟେଲର ସମସ୍ତ ଲୋକ ଏକତ୍ରୀତ ହେଲେ। ସମାନେେ ସମସ୍ତେ ମିସ୍ପୀ ରେ ସଦାପ୍ରଭୁଙ୍କଠା ରେ ଏକତ୍ରୀତ ହେଲେ। ଇଶ୍ରାୟେଲୀୟମାନେ ଦାନଠାରକ୍ସ୍ଟ ବରେଶବୋ ପର୍ୟ୍ଯନ୍ତ ଓ ଗିଲିଯଦଠାରକ୍ସ୍ଟ ମଧ୍ଯ ଆସିଲେ।

ବିଚାରକର୍ତାମାନଙ୍କ ବିବରଣ 20:11

ଏହିରୂପେ ଇଶ୍ରାୟେଲୀୟ ସମସ୍ତ ଲୋକ ଜଣେ ଲୋକପରି ସହେି ନଗର ବିରକ୍ସ୍ଟଦ୍ଧ ରେ ଏକତ୍ରୀତ ହେଲେ।

ବିଚାରକର୍ତାମାନଙ୍କ ବିବରଣ 21:1

ମିପୀ ରେ ଇଶ୍ରାୟେଲର ସୈନ୍ଯମାନେ ଏକ ପ୍ରତିଜ୍ଞା କଲେ। ସମାନଙ୍କେର ପ୍ରତିଜ୍ଞା ଏହିପରି ଥିଲା, ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କହେି ବିନ୍ଯାମୀନ ପରିବାରବର୍ଗକକ୍ସ୍ଟ ଆମ୍ଭମାନଙ୍କର କନ୍ଯାକକ୍ସ୍ଟ ବିବାହ ଦବେେ ନାହିଁ।

ବିଚାରକର୍ତାମାନଙ୍କ ବିବରଣ 21:5

ଏହାପରେ ସମାନେେ ପଚାରିଲେ, ଯେଉଁ ପରିବାରବର୍ଗଟି ଯାହା ସଦାପ୍ରଭୁଙ୍କ ଆଡେ ଫରେିଲା ନାହିଁ? ସମାନେେ ଏହି ପ୍ରଶ୍ନ ପଚାରିଲେ କାରଣ ସମାନେେ ଏକ ଗମ୍ଭୀର ଶପଥ କରିଥିଲେ। ସମାନେେ ସହେି ଲୋକମାନଙ୍କ ହତ୍ଯା କରିବାକୁ ପ୍ରତିଜ୍ଞା କରିଥିଲେ, ଯେଉଁମାନେ ଦର୍ଶନ କରିବାକୁ ସଦାପ୍ରଭୁଙ୍କୁ ମିସ୍ପୀକକ୍ସ୍ଟ ଆସିଲେ ନାହିଁ।

ହିତୋପଦେଶ 21:3

ବଳିଦାନ ଅପେକ୍ଷା ନ୍ଯାଯ ଓ ସୁବିଚାର ସଦାପ୍ରଭୁଙ୍କ ପ୍ରିଯ ବିଷଯ।

ଉପଦେଶକ 9:10

ତୁମ୍ଭେ କୌଣସି କାର୍ୟ୍ଯ କର, ତାହା ଆପଣା ସମସ୍ତ ଶକ୍ତି ସହିତ କର। କାରଣ ତୁମ୍ଭେ ଯେଉଁ କବରକୁ ଯାଉଅଛ, ସଠାେ ରେ କିଛି କାର୍ୟ୍ଯ, ଯୋଜନା, ବୁଦ୍ଧି, ଜ୍ଞାନ ନାହିଁ।

Interlinear

Choose Theme