ବିଚାରକର୍ତାମାନଙ୍କ ବିବରଣ 20:32 · ଓଡ଼ିଆ ବାଇବେଲ
ବିନ୍ଯାମୀନର ଲୋକମାନେ ସମାନଙ୍କେ ମଧିଅରେ କକ୍ସ୍ଟହା କକ୍ସ୍ଟହି ହେଲେ, ଆମ୍ଭେ ପୂର୍ବପରି ଜିତିବକ୍ସ୍ଟ।'
Cross references
ଯିହୋଶୂୟ 8:6
ସମାନେେ ଆମ୍ଭ ପଛ ରେ ଗୋଡ଼ାଇବେ ନଗର ବାହାରକକ୍ସ୍ଟ। ସମାନେେ ଭାବିବେ ଆମ୍ଭେ ସମାନଙ୍କେୁ ଭୟ ରେ ପୂର୍ବଥର ପରି ଡରି ପଳାଇ ଯାଉଛକ୍ସ୍ଟ। ତେଣୁ ଆମ୍ଭମାନେେ ଦୌଡି ପଳାଇବକ୍ସ୍ଟ।
ଯିହୋଶୂୟ 8:15
ଯିହାଶୂେୟ ଓ ତାଙ୍କ ସହିତ ଥିବା ସମସ୍ତ ସୈନିକ ସମାନଙ୍କେଠାରକ୍ସ୍ଟ ପରାସ୍ତ ହେଲାପରି ସମାନଙ୍କେ ଆଗ ରେ ମରକ୍ସ୍ଟଭୂମି ଆଡକକ୍ସ୍ଟ ଦୌଡିଲେ।