Home Bibles ବିଚାରକର୍ତାମାନଙ୍କ ବିବରଣ 2:22 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 2:22 · ଓଡ଼ିଆ ବାଇବେଲ

ମୁ ଏହି ଜାତି ଦ୍ବାରା ଇଶ୍ରାୟେଲକକ୍ସ୍ଟ ପରୀକ୍ଷା କରିବି, ଦେଖ, ୟଦ,ି ସମାନେେ ସଦାପ୍ରଭୁଙ୍କ ଆଜ୍ଞା ମାନିବେ, ଯମେିତି ତାଙ୍କର ପୂର୍ବପୁରୁଷମାନେ କରିଥିଲେ।

Cross references

ଆଦି ପୁସ୍ତକ 22:1

ଏହିସବୁ ଘଟଣା ଘଟିବାପରେ, ପରମେଶର ଅବ୍ରହାମଙ୍କ ବିଶ୍ବାସକୁ ପରୀକ୍ଷା କରିବାକୁ ନିସ୍ପତ୍ତି ନେଲେ। ପରମେଶ୍ବର ତାଙ୍କୁ କହିଲେ, ଅବ୍ରହାମ!

ଯାତ୍ରା ପୁସ୍ତକ 15:25

ମାଶାେ ସଦାପ୍ରଭୁଙ୍କୁ ଡାକି ପକାଇଲେ। ତେଣୁ ସଦାପ୍ରଭୁ ତାଙ୍କୁ ଏକ ବୃକ୍ଷ ଦଖାଇେଲେ। ମାଶାେ ସହେି ବୃକ୍ଷର ଶାଖାକୁ ଜଳ ରେ ପକାନ୍ତେ ଏହା ମଧୁର ହାଇଗେଲା।

ଦିତୀୟ ବିବରଣ 8:2

ଆଉ ତୁମ୍ଭମାନେେ ସ୍ମରଣ କର ଯେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବର ଯେଉଁ ଚାଳିଶ ବର୍ଷ ପ୍ରାନ୍ତର ମଧିଅରେ ତୁମ୍ଭମାନଙ୍କୁ ଯେଉଁ ଭଳି ଭାବରେ ଗମନ କରାଇ ଅଛନ୍ତି, ସେ ତୁମ୍ଭର ପରୀକ୍ଷା ନବୋ ପାଇଁ ତୁମ୍ଭମାନେେ ତାଙ୍କର ଆଜ୍ଞାପାଳନ କରିବ କି ନାହିଁ ଏବଂ ତୁମ୍ଭର ମନ ଜାଣିବା ପାଇଁ ଏହା କରିଛନ୍ତି।

ଦିତୀୟ ବିବରଣ 8:16

ସେ ତକ୍ସ୍ଟମ୍ଭ ପୁର୍ବପୁରୁଷମାନଙ୍କ ମାନ୍ନାଦ୍ବାରା ଅଜ୍ଞାତ ପ୍ରାନ୍ତର ରେ ତୁମ୍ଭକୁ ପ୍ରତିପାଳନ କଲେ। ଏହିପରି ଭାବେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କୁ ତୁମ୍ଭେ ସ୍ମରଣ କର।

ଦିତୀୟ ବିବରଣ 13:3

ସହେି ଲୋକମାନଙ୍କର କଥା ଶକ୍ସ୍ଟଣି ନାହିଁ। କାରଣ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶଓରଙ୍କୁ ଆପଣାର ସମସ୍ତ ଅନ୍ତଃକରଣ ଓ ସମସ୍ତ ପ୍ରାଣ ସହିତ ପ୍ ରମେ କରି ଅଛକି ନାହିଁ, ଏହା ଜାଣିବା ପାଇଁ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବର ତୁମ୍ଭମାନଙ୍କୁ ପରୀକ୍ଷା କରୁଅଛନ୍ତି।

ବିଚାରକର୍ତାମାନଙ୍କ ବିବରଣ 3:1

ସଦାପ୍ରଭୁ ସହେି ଭୂମିର ରହିବା ପାଇଁ ସହେି ଜାତିକକ୍ସ୍ଟ ଅନକ୍ସ୍ଟମତି ଦେଲେ। ସେ ଇଶ୍ରାୟେଲର ଲୋକମାନଙ୍କୁ ଏହିପରି ପରୀକ୍ଷା କଲେ। ଇଶ୍ରାୟେଲର ଲୋକମାନଙ୍କ ମଧ୍ଯରକ୍ସ୍ଟ କହେି ଜଣେ ସହେି ସମୟରେ ହରାଇବାକକ୍ସ୍ଟ କିଣାନ ଦେଶର ୟକ୍ସ୍ଟଦ୍ଧ ରେ ଲଢାଇ କରିନଥିଲେ।

ବିଚାରକର୍ତାମାନଙ୍କ ବିବରଣ 3:4

ସଦାପ୍ରଭୁ ଇଶ୍ରାୟେଲର ଲୋକମାନଙ୍କୁ ପରୀକ୍ଷା କରିବା ପାଇଁ ସହେି ଜାତିଗକ୍ସ୍ଟଡିକ ଭୂମିରେ ପରିତ୍ଯାଗ କଲେ। ସଦାପ୍ରଭୁ ଦେଖିବାକକ୍ସ୍ଟ ଚାହିଁଲେ, ଯଦି ଏହି ଲୋକମାନେ ମାଶାଙ୍କେ ଦ୍ବାରା ସମାନଙ୍କେର ପୂର୍ବପୁରୁଷମାନଙ୍କୁ ସଦାପ୍ରଭୁଙ୍କ ଦ୍ବାରା ଦଖାୟୋଇଥିବା ଆଦେଶଗକ୍ସ୍ଟଡିକ ମାନକ୍ସ୍ଟଛନ୍ତି।

ଦିତୀୟ ବଂଶାବଳୀ 32:31

ଥରେ ବାବିଲୀଯ ନେତାମାନେ ହିଜକିଯଙ୍କ ନିକଟକୁ ବାର୍ତ୍ତାବାହକମାନଙ୍କୁ ପ୍ ରରଣେ କଲେ। ସହେି ବାର୍ତ୍ତାବାହକମାନେ ଦେଶ ମଧିଅରେ ଘଟିଥିବା ଏକ ଅଦ୍ଭୁତ ଚିହ୍ନ ସମ୍ବନ୍ଧ ରେ ପଚାରିଲେ। ଯେତବେେଳେ ସମାନେେ ଆସିଲେ ସେତବେେଳେ ହିଜକିଯଙ୍କୁ ପରୀକ୍ଷା କରିବା ନିମନ୍ତେ ଓ ହିଜକିଯଙ୍କ ହୃଦଯ ରେ ଯାହା କିଛି ଅଛି, ତାହା ଜାଣିବା ନିମନ୍ତେ ପରମେଶ୍ବର ହିଜକିଯଙ୍କୁ ଏକାକୀ ଛାଡ଼ିଗଲେ।

ଆୟୁବ ପୁସ୍ତକ 23:10

ପରମେଶ୍ବର ମାେତେ ଜାଣନ୍ତି। ସେ ମାେତେ ପରୀକ୍ଷା କରୁଛନ୍ତି, ଶଷେର ସେ ଦେଖିବେ ମୁଁ ସୁନାପରି ଖାଣ୍ଟି।

ଗୀତସଂହିତା 66:10

ହେ ପରମେଶ୍ବର, ତୁମ୍ଭେ ଆମ୍ଭକୁ ଲୋକ ବୋଲି ପରୀକ୍ଷା କରିଅଛ। ୟପରେି ଅଗ୍ନିରେ ଲୋକମାନେ ରୂପକୁ ପରୀକ୍ଷା କରନ୍ତି।

ହିତୋପଦେଶ 17:3

ନିଆଁ ରେ ସୁନା ଓ ରୂପାର ବିଶୁଦ୍ଧତା ପରୀକ୍ଷା କରାୟାଏ। ମାତ୍ର ସଦାପ୍ରଭୁ ଅନ୍ତଃକରଣର ପରୀକ୍ଷା କରନ୍ତି।

ମଲାଖୀ 3:2

ମାତ୍ର ସହେି ସମୟ ପାଇଁ କୌଣସି ବ୍ଯକ୍ତି ପ୍ରସ୍ତୁତ ହାଇପୋରିବ ନାହିଁ। ସେ ଯେତବେେଳେ ଆସିବେ କହେି ରକ୍ଷା କରିବେ ନାହିଁ। ସେ ଏକ ମାର୍ଜିତ ଅଗ୍ନି ସଦୃଶ ହବେେ, ଆଉ ମଧ୍ଯ ପରିଷ୍କାରକାରୀ ରଜକର କ୍ଷାର ସ୍ବରୂପ ହବେ।

Interlinear

Choose Theme