Home Bibles ବିଚାରକର୍ତାମାନଙ୍କ ବିବରଣ 19:21 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 19:21 · ଓଡ଼ିଆ ବାଇବେଲ

ଏହାପରେ ସେ ଆପଣା ଘରକକ୍ସ୍ଟ ଆଣି ଗଧମାନଙ୍କୁ ଖାଦ୍ୟ ଦଲୋ। ପକ୍ସ୍ଟଣି ସମାନେେ ପାଦ ଧୋଇ ଭୋଜନ କଲେ।

Cross references

ଆଦି ପୁସ୍ତକ 18:4

ମୁଁ କିଛି ଜଳ ରେ ଆପଣମାନଙ୍କୁ ପଦଧେ ୗତ କରିବି ଓ ଆପଣମାନେ ଏହି ବୃକ୍ଷ ମୂଳ ରେ ଟିକେ ବିଶ୍ରାମ କରନ୍ତୁ।

ଆଦି ପୁସ୍ତକ 24:32

ତେଣୁ ଅବ୍ରହାମର ଦାସ ଗୃହକୁ ଗଲା। ଲାବନ ଓଟମାନଙ୍କର ସାଜ ଓହ୍ଲାଇବା ପାଇଁ ସାହାୟ୍ଯ କଲେ ଏବଂ ସମାନଙ୍କେ ପାଇଁ ଖାଇବାକୁ ନଡ଼ା ଦେଲେ। ସେ ଭୃତ୍ଯମାନଙ୍କୁ ତାଙ୍କ ସହିତ ଥିବା ଅନ୍ୟ ଲୋକମାନଙ୍କୁ ପାଣି ଦେଲେ। ୟଦ୍ବାରା କି ସମାନେେ ପାଦ ଧୋଇବେ।

ଆଦି ପୁସ୍ତକ 43:24

ସହେି ଦାସ ଏମାନଙ୍କୁ ଯୋଷଫଙ୍କେ ଗୃହକୁ ନଇଗେଲେ। ସେ ତାଙ୍କୁ ତାଙ୍କର ପାଦ ଧୋଇବା ପାଇଁ କିଛି ପାଣି ଦେଲେ। ଏହାପରେ ତାଙ୍କର ଗଧମାନଙ୍କୁ ଖାଇବା ପାଇଁ ଖାଦ୍ୟ ଦିଆଗଲା।

ପ୍ରଥମ ଶାମୁୟେଲ 25:41

ଅବୀଗଲ୍ ନତମସ୍ତକ ହାଇେ ଠିଆ ହେଲ, ସେ କହିଲେ, ମୁ ହେଉଛି ତୁମ୍ଭର ଦାସୀ, ମାରେ ପ୍ରଭକ୍ସ୍ଟଙ୍କ ଦାସମାନଙ୍କ ପାଦ ଧୋଇବା ପାଇଁ ଗ୍ଭ ହେଁ।

ଦିତୀୟ ଶାମୁୟେଲ 11:8

ତା'ପରେ ଦାଉଦ ଊରିଯକକ୍ସ୍ଟ କହିଲେ ଠିକ୍ ଅଛି, ବର୍ତ୍ତମାନ ତୁମ୍ଭେ ଗୃହକକ୍ସ୍ଟ ୟାଇ ବିଶ୍ରାମ ନିଅ।

ଲୂକଲିଖିତ ସୁସମାଚାର 7:44

ତା'ପରେ ଯୀଶୁ ସ୍ତ୍ରୀ ଲୋକଟି ଆଡକୁ ବୁଲିପଡି ଶିମାନଙ୍କେୁ କହିଲେ, ତୁମ୍ଭେ ଏ ସ୍ତ୍ରୀ ଲୋକଟିକୁ ଦେଖୁଛ? ମୁଁ ତୁମ୍ଭ ଘରକୁ ଆସିଲି। ଅଥଚ ତୁମ୍ଭେ ମାେତେ ଗୋଡ ଧୋଇବାକୁ ପାଣି ସୁଦ୍ଧା ଦଲେ ନାହିଁ, କିନ୍ତୁ ଓ ସ୍ତ୍ରୀ ଲୋକଟି ମାରେ ପାଦକୁ ଲୁହ ରେ ଧୋଇ ଦଲୋ। ଏବଂ ତା ବାଳ ରେ ପୋଛି ଦଲୋ।

ଯୋହନଲିଖିତ ସୁସମାଚାର 13:4

ସମାନେେ ଖାଇବା ସମୟରେ ଯୀଶୁ ଠିଆ ହାଇେ ପିନ୍ଧିଥିବା ଲମ୍ବା ପୋଷାକଟି ଖାଲିେ ଦେଲେ। ସେ ଅଣ୍ଟା ରେ ଗୋଟିଏ ତଉଲିଆ ଗୁଡଇେ ହାଇେ ପଡିଲେ।

ଯୋହନଲିଖିତ ସୁସମାଚାର 13:14

ମୁଁ ତୁମ୍ଭର ଗୁରୁ ଓ ପ୍ରଭୁ। କିନ୍ତୁ ମୁଁ ତୁମ୍ଭର ପାଦକୁ ଗୋଟିଏ ସବେକ ରୂପେ ଧୋଇଲି। ତେଣୁ ତୁମେ ମଧ୍ଯ ପରସ୍ପରର ପାଦ ଧୋଇବା ଉଚିତ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:10

ସେ ଜୀବନ ରେ ଭଲ କାମ କରିଥିବେ। ଯେପରି ପିଲାମାନଙ୍କୁ ବୃଦ୍ଧି କରିବା, ଘ ରେ ଅତିଥିମାନଙ୍କୁ ସତ୍କାର କରିବା, ପରମେଶ୍ବରଙ୍କ ଲୋକମାନଙ୍କର ଗୋଡ଼ ଧୋଇବ, କଷ୍ଟ ରେ ପଡ଼ିଥିବା ଲୋକଙ୍କୁ ସାହାୟ୍ଯ କରିବା ଓ ନିଜ ଜୀବନ ରେ ସମସ୍ତ ପ୍ରକାରର ଭଲ କାମ କରିବା।

Interlinear

Choose Theme