Home Bibles ବିଚାରକର୍ତାମାନଙ୍କ ବିବରଣ 18:25 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 18:25 · ଓଡ଼ିଆ ବାଇବେଲ

ତହିଁରେ ଦାନର ଲୋକମାନେ ତାଙ୍କୁ କହିଲେ, ଆମ୍ଭ ସହିତ ତର୍କ ନକରିବା ତକ୍ସ୍ଟମ୍ଭ ପାଇଁ ଉତ୍ତମ ଅଟେ। ଆମ୍ଭମାନଙ୍କ ମଧ୍ଯରକ୍ସ୍ଟ କେତକଙ୍କେକ୍ସ୍ଟ କୋର୍ଧିତ କରିପା ରେ। ଯେଉଁମାନେ କି ଗରମ ମିଜାସର ଅଟନ୍ତି ଏବଂ ସମାନେେ ତକ୍ସ୍ଟମ୍ଭ ସହିତ ତୁମ୍ଭର ଲୋକମାନଙ୍କୁ ଓ ତୁମ୍ଭର ପରିବାରକକ୍ସ୍ଟ ଆକ୍ରମଣ କରି ପାରନ୍ତି ଓ ହତ୍ଯା କରିପାରନ୍ତି।

Cross references

ପ୍ରଥମ ଶାମୁୟେଲ 30:6

ଯେତେ ଲୋକ ସେ ସୈନ୍ଯ ଦଳ ରେ ଥିଲେ ସମସ୍ତେ ଦକ୍ସ୍ଟଃଖ ଓ କୋର୍ଧି ଥିଲେ, କାରଣ ସମାନଙ୍କେର ପିଲାମାନେ ବନ୍ଦୀ ହାଇେ ୟାଇଥିଲେ। ଲୋକମାନେ ଦାଉଦକକ୍ସ୍ଟ ପଥର ରେ ମାରିବାକକ୍ସ୍ଟ କଥାବାର୍ତ୍ତା ହେଉଥିଲେ। କିନ୍ତୁ ଦାଉଦ ନିଜକକ୍ସ୍ଟ ସଦାପ୍ରଭୁ ତାଙ୍କ ପରମେଶ୍ବରଙ୍କଠା ରେ ସବଳ କଲେ।

ଦିତୀୟ ଶାମୁୟେଲ 17:8

ହୂଶଯ ପକ୍ସ୍ଟଣି କହିଲା, ଆପଣ ନିଜର ବାପାଙ୍କକ୍ସ୍ଟ ଓ ତାଙ୍କର ଲୋକମାନଙ୍କୁ ଜାଣନ୍ତି, ସମାନେେ ବୀର ଓ କ୍ଷେତ୍ର ରେ ଛକ୍ସ୍ଟଆ ହରା ବନ୍ଯ ଭଲ୍ଲୁକପରି। ପକ୍ସ୍ଟଣି ଆପଣଙ୍କର ବାପା ଯୋଦ୍ଧା ଓ ସେ ରାତିସାରା ଲୋକମାନଙ୍କ ସଙ୍ଗ ରେ ରହିବେ ନାହିଁ।

ଆୟୁବ ପୁସ୍ତକ 3:5

ମୁଁ ଚା ହେଁ ସହେି ଦିନଟି ମୃତ୍ଯୁ ଭଳି ଅନ୍ଧକାର ହାଇେ ରହନ୍ତା। ମୁଁ ଚା ହେଁ ବାଦଲ ତାକୁ ଲୁଚାଇ ଦିଅନ୍ତା। ମୁଁ ଚା ହେଁ ଯେଉଁଦିନ ମୁଁ ଜନ୍ମ ଲାଭ କଲି କଳାବାଦଲ ସହେିଦିନର ଆଲୋକକୁ ଭୟଭୀତ କରାଇଦେଉ।

ଆୟୁବ ପୁସ୍ତକ 27:2

ପ୍ରକୃତ ରେ ପରମେଶ୍ବର ଜୀବିତ ଏବଂ ଯେତେ ସତ୍ଯ ଭାବରେ ସେ ଅଛନ୍ତି, ସେ ସତ ରେ ମାେ ପ୍ରତି ଅନ୍ଯାଯ କରିଛନ୍ତି। ପରମେଶ୍ବର, ସର୍ବଶକ୍ତିମାନ ମାେ ଜୀବନ ତିକ୍ତ କରିଛନ୍ତି।

Interlinear

Choose Theme