ବିଚାରକର୍ତାମାନଙ୍କ ବିବରଣ 16:9 · ଓଡ଼ିଆ ବାଇବେଲ
ସେ ସମୟରେ କେତକେ ଲୋକ ପରବର୍ତ୍ତୀ କଠାେରୀ ରେ ଲକ୍ସ୍ଟଚି ରହିଲେ। ତେଣୁ ସେ ସମାନଙ୍କେୁ କହିଲା, ଶାମ୍ଶାେନ୍! ବର୍ତ୍ତମାନ ପଲେଷ୍ଟୀୟମାନେ ତକ୍ସ୍ଟମ୍ଭ ପାଖକକ୍ସ୍ଟ ଆସିଛନ୍ତି! କିନ୍ତୁ ଶାମ୍ଶାେନ୍ ଅନ୍ଯାଯ ରେ ଧନକ୍ସ୍ଟର ଗକ୍ସ୍ଟଣକକ୍ସ୍ଟ ଛିଣ୍ତାଇ ଦେଲେ। ଅଗ୍ନି ଝାସ ପାଇଥିବା ଦଉଡି ଛିଣ୍ତିଗଲା। ଏହିପରି ସମାନେେ ତାଙ୍କର ବଳର ଗକ୍ସ୍ଟଲ୍ଗ ରହସ୍ଯ ଜାଣି ପାରିଲେ ନାହିଁ।
Cross references
ବିଚାରକର୍ତାମାନଙ୍କ ବିବରଣ 15:14
ସେ ଯେତବେେଳେ ଲିହୀ ରାଜ ପ୍ରସାଦ ରେ ପହନ୍ଚିଲେ, ପଲେଷ୍ଟୀୟ ଲୋକମାନେ ତାଙ୍କୁ ଦେଖିବାକକ୍ସ୍ଟ ଆସିଲେ। ସମାନେେ ଖକ୍ସ୍ଟସି ରେ ଜଯ ଜଯ ଧ୍ବନି କରୁଥିଲେ। ଏହାପରେ ତାଙ୍କ ଉପରକକ୍ସ୍ଟ ସଦାପ୍ରଭୁଙ୍କର ଆତ୍ମା ଯେତବେେଳେ ଆସିଲା, ସେ ଶକ୍ତିଶାଳୀ ହାଇେ ଉଠିଲେ। ଶାମ୍ଶାେନ୍ ଦୌଡିଟିକକ୍ସ୍ଟ ଛିଣ୍ତାଇ ଦେଲେ, ତାଙ୍କ ହାତରକ୍ସ୍ଟ ଦଉଡିଗକ୍ସ୍ଟଡିକ ମିଳାଇ ଗଲାପରି ଏବଂ ପୋଡାସୂତା ପରି ଝରି ପଡିଲା।
ଗୀତସଂହିତା 58:9
ଜ୍ବଳନ୍ତା କଣ୍ଟା ହାଣ୍ଡିକୁ ଗଲାପରି ସମାନେେ ଶୀଘ୍ର ଧ୍ବଂସ ହୁଅନ୍ତି।