ବିଚାରକର୍ତାମାନଙ୍କ ବିବରଣ 16:13 · ଓଡ଼ିଆ ବାଇବେଲ
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ତୁମ୍ଭେ ପକ୍ସ୍ଟନର୍ବାର ମାେତେ ନିର୍ବୋଧ ବନଇେଲ ଓ ମିଛ କହିଲ! ତୁମ୍ଭେ କାହିଁ ରେ ବନ୍ଧାୟାଇପାର, ମାେତେ କକ୍ସ୍ଟହ।
Cross references
ବିଚାରକର୍ତାମାନଙ୍କ ବିବରଣ 14:17
ଶାମ୍ଶାେନ୍ର ସ୍ତ୍ରୀ ଅବଶିଷ୍ଟ ସାତଦିନ ୟାକ କାନ୍ଦିଲା। ତେଣୁ ଶଷେ ରେ ଭୋଜୀର ସଲ୍ଗମ ଦିନ ରେ ଶାମ୍ଶାେନ୍ ପ୍ର ହଳେିକାର ଉତ୍ତର ତାଙ୍କୁ କହିଲେ। ସେ ଉତ୍ତରଟି ତାଙ୍କୁ କହିଲେ, କାରଣ ସେ ତାଙ୍କୁ ହଇରାଣ କରିବାକୁ ଲାଗିଲା। ତା'ପରେ ସେ ୟାଇ ତା'ର ଲୋକମାନଙ୍କୁ ସହେି ଉତ୍ତର କହି ଦଲୋ।
ବିଚାରକର୍ତାମାନଙ୍କ ବିବରଣ 16:10
ଏହାପରେ ଦଲୀଲା ଶାମ୍ଶାେନ୍ଙ୍କକ୍ସ୍ଟ କହିଲା, ତୁମ୍ଭେ ମାେତେ ବୋକା ବନଇେଲ ଓ ମିଥ୍ଯା କହିଲ। ଏବେ ତୁମ୍ଭେ କେଉଁଥି ରେ ବନ୍ଧାୟାଇପାର କକ୍ସ୍ଟହ।