ବିଚାରକର୍ତାମାନଙ୍କ ବିବରଣ 15:4 · ଓଡ଼ିଆ ବାଇବେଲ
ଏହାପରେ ଶାମ୍ଶୋନ୍ 300 ବିଲକ୍ସ୍ଟଆ ଧରି ୟୋଡା ୟୋଡା କରି ଗୋଟିଏର ଲାଙ୍ଗକ୍ସ୍ଟଡକକ୍ସ୍ଟ ଅନ୍ୟ ଗୋଟିଏ ଲାଙ୍ଗକ୍ସ୍ଟଡ ରେ ବାନ୍ଧି ଦେଲେ। ତା'ପରେ ସେ ପ୍ରେତ୍ୟକକର ୟୋଡାଏ ଲାଙ୍ଗକ୍ସ୍ଟଡ ରେ ଏକ ମଶାଲ ବାନ୍ଧି ଦେଲେ।
Cross references
ଦିତୀୟ ଶାମୁୟେଲ 14:30
ତେଣୁ ଅବଶାଲୋମ ତା'ର କର୍ମଗ୍ଭରୀମାନଙ୍କୁ କହିଲେ, ଦେଖ, ଯୋୟାବର କ୍ଷତେ ଠିକ୍ ମାରେ କ୍ଷତେ ପାଖ ରେ ଏବଂ ସେ ସେଥି ରେ ବାର୍ଲୀ ଚାଷ କରିଛି। ତୁମ୍ଭମାନେେ ୟାଅ ଓ ତାକକ୍ସ୍ଟ ପୋଡି଼ ଦିଅ।
ଗୀତସଂହିତା 63:10
ସମାନଙ୍କେୁ ଖଡ୍ଗରେ ହତ୍ଯା କରାୟିବ। ସମାନଙ୍କେର ଶବକୁ ଜଙ୍ଗଲି ଶୃଗାଳ ଖାଇବେ।
ପରମଗୀତ 2:15
ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ନଷ୍ଟ କରୁଥିବା େଛାଟ କୋକିଶିଆଳିଗୁଡ଼ିକୁ ଧର। କାରଣ ଆମ୍ଭମାନଙ୍କ ଦ୍ରାକ୍ଷାକ୍ଷେତ୍ର ପୁଷ୍ପିତ ହାଇେଅଛି।
ଯିରିମିୟଙ୍କ ବିଳାପ 5:18
ସିୟୋନ ପର୍ବତ ଅନାଥା ସ୍ଥାନ ହାଇେଅଛି। କୋକିଶିଆଳିମାନେ ତା ଉପ ରେ ଭ୍ରମଣ କରନ୍ତି।