ତାଙ୍କର ପିତା ଶାମ୍ଶାେନ୍ଙ୍କକ୍ସ୍ଟ କହିଲେ, ମୁ ଭାବିଲି ଯେ ତୁମ୍ଭେ ତାଙ୍କୁ ଅତ୍ଯନ୍ତ ଘୃଣା କର। ଏଣୁ ମୁ ତାହାକକ୍ସ୍ଟ ତକ୍ସ୍ଟମ୍ଭ ମିତ୍ରଙ୍କକ୍ସ୍ଟ ଦଲେି। ତା'ର ସାନ ଭଉଣୀ ତାଠାରକ୍ସ୍ଟ ବହକ୍ସ୍ଟତ ସକ୍ସ୍ଟନ୍ଦର ତାହାକକ୍ସ୍ଟ ଗ୍ରହଣ କର।
Cross references
ତାମର ସର୍ବଦା ବିଧବା ବସ୍ତ୍ର ପିନ୍ଧୁଥିଲା। ତେଣୁ ସେ କିଛି ଅନ୍ୟ ପୋଷାକ ପିନ୍ଧି ତା'ର ମୁହଁକୁ ଲୁଚାଇ ତିମ୍ନାତାର ପଥ ପାଶର୍ବସ୍ଥିତ ଐନମର ପ୍ରବେଶ ସ୍ଥାନ ରେ ବସି ରହିଲା। କାରଣ ସେ ଦେଖିଲା ଶଲୋ ବଡ଼ ହେଲେ ହେଁ ତାକୁ ବିବାହ କଲାନାହିଁ।
ଶାମ୍ଶାେନ୍ର ସ୍ତ୍ରୀ ତା'ର ସ୍ବାମୀଙ୍କ ନିକଟକକ୍ସ୍ଟ ଗଲା ଏବଂ ସଠାେରେ ଅତିଶଯ କ୍ରନ୍ଦନ କରିବାକୁ ଲାଗିଲା, ସେ କହିଲା, ତୁମ୍ଭେ ମାେତେ ଘୃଣା କର! ତୁମ୍ଭେ ମାେତେ ଭଲ ପାଅ ନାହିଁ! ତୁମ୍ଭେ ମାରେ ଲୋକମାନଙ୍କୁ ଏକ ପ୍ର ହଳେିକା ଶକ୍ସ୍ଟଣାଇଲ, ଯାହାକି ମାେତେ ତୁମ୍ଭେ ବକ୍ସ୍ଟଝାଇ ନାହଁ। ଶାମ୍ଶାେନ୍ ତାଙ୍କୁ ଉତ୍ତର ଦେଲେ, ମୁ ମାରେ ପିତା ମାତାଙ୍କୁ କହିନାହିଁ, ତକ୍ସ୍ଟମ୍ଭଙ୍କକ୍ସ୍ଟ କାହିଁକି ମୁ କହିବି?
ଶାମ୍ଶାେନ୍ ତାଙ୍କ ସହିତ ତାଙ୍କର ସ୍ତ୍ରୀକକ୍ସ୍ଟ ନେଲେ ନାହିଁ। ବିବାହ ରେ ତାଙ୍କର ସାଙ୍ଗମାନଙ୍କ ମଧ୍ଯରକ୍ସ୍ଟ ଜଣେ ଉତ୍ତମ ବନ୍ଧକ୍ସ୍ଟର ସେ ସ୍ତ୍ରୀ ହେଲେ।
ମୁଁ ଯେତବେେଳେ ଫାରୂଶୀ ଥିଲି, ସେତବେେଳେ ମୁଁ ମଧ୍ଯ ନାଜରିତୀୟ ଯୀଶୁଙ୍କ ବିରୁଦ୍ଧ ରେ ଅନକେ କାର୍ୟ୍ଯ କରିବି ବୋଲି ଭାବୁଥିଲି।