Home Bibles ☰ Books ବିଚାରକର୍ତାମାନଙ୍କ ବିବରଣ 14:9 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 14:9 · ଓଡ଼ିଆ ବାଇବେଲ

ଶାମ୍ଶାେନ୍ ହାତ ରେ କିଛି ମହକ୍ସ୍ଟ ସେଥିରକ୍ସ୍ଟ ଆଣିଲେ। ମହକ୍ସ୍ଟ ଖାଇଖାଇ ୟିବା ବାଟରେ ସେ ତାଙ୍କ ପିତାମାତାଙ୍କ ନିକଟରେ ପହଁଞ୍ଚିବା ପରେ, ତାଙ୍କୁ କିଛି ମହକ୍ସ୍ଟ ଖାଇବାକକ୍ସ୍ଟ ଦେଲେ। ସେ ଏଥିରକ୍ସ୍ଟ ବହକ୍ସ୍ଟତ ଖାଇଲେ। କିନ୍ତୁ ଶାମ୍ଶାେନ୍ ଏହି ମହକ୍ସ୍ଟ ଏକ ମୃତ ସିଂହର ଶରୀରରକ୍ସ୍ଟ ଅଣା ୟାଇଛି ବୋଲି କିଛି କହିଲେ ନାହିଁ।

Cross references

ପ୍ରଥମ ଶାମୁୟେଲ 10:16

ଶାଉଲ ଉତ୍ତର ରେ କହିଲେ, ସେ କହିଲେ ଯେ, ଗଧମାନେ ମିଳି ଗଲଣେି। କିନ୍ତୁ ଶାଉଲ ତା'ର କକାକକ୍ସ୍ଟ ଶାମକ୍ସ୍ଟଯଲେ ଦ୍ବାରା କକ୍ସ୍ଟହାୟାଇଥିବା ରାଜତ୍ବ ବିଷଯ ରେ କହିଲେ ନାହିଁ।

ପ୍ରଥମ ଶାମୁୟେଲ 14:1

ଏକଦିନ ଶାଉଲଙ୍କ ପକ୍ସ୍ଟତ୍ର ଯୋନାଥନ ଆପଣା ଅସ୍ତ୍ରବାହକ ୟକ୍ସ୍ଟବାକକ୍ସ୍ଟ କହିଲା, ଗ୍ଭଲ ଆମ୍ଭେ ଉପତ୍ୟକାର ବିପରୀତ ଦିଗରକ୍ସ୍ଟ ପଲେଷ୍ଟୀୟଙ୍କ ଶିବିର ଆଡକକ୍ସ୍ଟ ୟିବା। କିନ୍ତୁ ଯୋନାଥନ ଏକଥା ତାଙ୍କ ବାପା ଶାଉଲଙ୍କକ୍ସ୍ଟ କହିଲେ ନାହିଁ।

ପ୍ରଥମ ଶାମୁୟେଲ 14:25

ୟକ୍ସ୍ଟଦ୍ଧ ହତେକ୍ସ୍ଟ ଲୋକମାନେ ବଣକକ୍ସ୍ଟ ଆସିଲେ। ସମାନେେ ମୃତ୍ତିକା ଉପରେ ମହକ୍ସ୍ଟଫଣୋ ଥିବାର ଦେଖିଲେ।

ହିତୋପଦେଶ 24:13

ହେ ମାରେ ପୁତ୍ର, ତୁମ୍ଭେ ମହୁ ଖାଅ। ଯେ ହତେୁ ତାହା ଭଲ। ତୁମ୍ଭେ ମଧୁ ଚାଖି ଖାଅ, ଯେ ହତେୁ ତାହା ତୁମ୍ଭକୁ ସୁସ୍ବାଦୁ ଲାଗିବ।

ହିତୋପଦେଶ 25:15

ର୍ଧୈୟ୍ଯ କଥାବାର୍ତ୍ତା ମାଧ୍ଯମ ରେ ଜଣେ ଶାସକ ଶାନ୍ତି ଦବେ। ଭଦ୍ର କଥାବାର୍ତ୍ତା ଅଧିକ ଭାବରେ ଶକ୍ତିଶାଳୀ।

Interlinear

Choose Theme